ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରି ପୋଲିସ ଉପରେ ପଥର ପାକାଉଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ପ୍ରଦର୍ଶନର ଅଟେ ।
କୋରୋନା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବିଭିନ୍ନ ସକ୍ଷମ ପ୍ରସ୍ତୁତି କରିଛନ୍ତି। ଏଥି ମଧ୍ୟରେ କିଛି ଶ୍ରମିକ ବାହାର ରାଜ୍ୟରେ ଆନ୍ଦୋଳନରେ ବସି ଜାଇଛନ୍ତି। କିଛି ଶ୍ରମିକ ରାଜ୍ୟକୁ ଆସି ଗଲେଣି ତ କିଛି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଗୁଜୁରାଟର ଶିଳ୍ପ ନଗରୀ ସୁରତରୁ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରି ଜେଲେଣି। 9 ମେ ରେ Knews ପେଜରେ ଏକ ଫୋଟୋ ସହ […]
Continue Reading