କ’ଣ’ କେରଲର ଲୁଲୁ ମଲ୍ ରେ ପାକିସ୍ତାନର ପତକା ଭାରତ ଠାରୁ ଉପରେ ଉତ୍ତୋଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।
ଅକ୍ଟୋବର ୫ ରେ କ୍ରିକେଟ୍ ବିଶ୍ୱକପ ୨୦୨୩ ଆରମ୍ଭ ହୋଇଥିଲା। ଏହା ପରେ କେରଳର କୋଚିରେ ସ୍ଥିତ ଲୁଲୁ ମଲରେ ଦଶଟି ବିଶ୍ୱକପ ଅଂଶଗ୍ରହଣକାରୀ ଦେଶର ପତକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ପାକିସ୍ତାନ ପତାକା ଅନ୍ୟ ପତାକା ତୁଳନାରେ ଉପରେ ଥିବା ଫୋଟୋ ଭାଇରାଲ ହୋଇଛି। ଫୋଟୋରେ ଦର୍ଶାଯାଇଛି ଯେ ଅନ୍ୟ ପତକା ଉପରେ ପାକିସ୍ତାନ ପତକା ମଧ୍ୟ ପ୍ରଦର୍ଶିତ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, ଭାରତୀୟ […]
Continue Reading