କ’ଣ ପ୍ରକୃତରରେ କରୋନା ଠାରୁ ସୁରକ୍ଷା ଦେବା ମାସ୍କରେ ଛୋଟ ଛୋଟ ପୋକ ଅଛନ୍ତି? ଜାଣନ୍ତୁ ସତ୍ୟ।
ଭାରତରେ କରୋନା ଭାଇରସର ଦୁଇତୀୟ ତରଙ୍ଗ ମଧ୍ୟରେ ସୋସିଆଲ ମିଡିଆରେ କରୋନା ମୁକାବିଲା ପାଇଁ ପ୍ରୟାସ ସମୟରେ ମିଥ୍ୟା ତଥ୍ୟର ପୋଷ୍ଟ ଗୁଡ଼ିକ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କରେ ପୋକ ଥିବା ଦାବି କରିଛନ୍ତି। ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ଭିଡିଓରେ ଜଣେ ବ୍ୟକ୍ତି ମାସ୍କରେ ନିଆ ଲଗେଇବା ସମୟରେ ଦାବି […]
Continue Reading