ନଦୀରେ ଲୋକ ଭାସି ଯାଉଥିବା ଭିଡିଓ ୟସ୍ ବାତ୍ୟା ସମୟର ଅଟେ ?
ସୋସିଆଲ ମିଡିଆରେ ୟସ୍ ବାତ୍ୟାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାଣିରେ ବହି ଯାଉଥିବାର ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ୟସ୍ ବାତ୍ୟା ସମୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଛି। 28 ମେରେ Amita Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଭାଇରାଲ ଭିଡିଓ ୟସ୍ ସାଇକ୍ଲୋନ ସମୟର ଦାବିରେ […]
Continue Reading