ଏହି ଭିଡିଓଟି ସ୍ପେନର ବାର୍ସିଲୋନାରେ ଥିବା ପିଏରା ମସଜିଦରେ ହୋଇଥିବା ସମ୍ପ୍ରତି ଅଗ୍ନିକାଣ୍ଡ ଘଟଣା ନୁହେଁ।

ସ୍ପେନର ଟୋରେ ପାଚେକୋ ରେ ପ୍ରବାସୀ ବିରୋଧୀ ହିଂସା ଘଟିଛି। ଦକ୍ଷିଣ ସ୍ପେନର ଏକ ଛୋଟ ସହରରେ ଜଣେ ପେନସନଭୋଗୀଙ୍କ ଉପରେ ଆକ୍ରମଣ ପରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଉତ୍ତେଜନା ମଧ୍ୟରେ, ବାର୍ସିଲୋନାର ପିଏରା ମସଜିଦ ଉଦଘାଟନ ହେବାର ଗୋଟିଏ ଦିନ ପୂର୍ବରୁ ନିଆଁ ଲାଗିଯାଇଥିଲା। କିଛି ମିନିଟ୍ ପରେ, ଜରୁରୀକାଳୀନ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ଏବଂ କୌଣସି ଆଘାତ ହେବାର ସମ୍ଭାବନାକୁ ଏଡାଇ ଦେଇଥିଲେ। ଏହା ମଧ୍ୟରେ ଏକ […]

Continue Reading

ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କାରଖାନା ପରି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆରବ ଦେଶର ଶାରଜାହ ସହରର ଏକ ତେଲ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।  କ’ଣ ଦାବି […]

Continue Reading

ଘାନା ଦେଶର ବଜାରରେ ହେଇଥିବା ଅଗ୍ନୋକାଣ୍ଡକୁ ବାଂଲାଦେଶରେ ହିନ୍ଦୁ ଶାହିର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଏକ ବଡ଼ ଅଞ୍ଚଳରେ ନିଆଁ ଏବଂ ଆକାଶରେ ଘନ ଧୂଆଁ ବ୍ୟାପିଥିବା ଏବଂ ଧ୍ଵଂସ ହେଇଥିବା ସ୍ଥାନରେ ଲୋକମାନେ ଗତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ବାଂଲାଦେଶରେ ଅବସ୍ଥିତ ଏକ ହିନ୍ଦୁ କଲୋନୀର ଦୃଶ୍ୟ ଅଟେ ଯାହାକୁ ସେଠିକାର ମୁସ୍ଲିମ ମାନେ ଜାଲି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଘାନା ଦେଶର ଏକ ବଜାରରେ ହୋଇଥିବା ଅଗ୍ନିକାଣ୍ଡର ଭିଡିଓକୁ ବାଂଲାଦେଶରେ […]

Continue Reading

ୟୁକ୍ରେନ୍ ର ଏକ ପୁରୁଣା ଭିଡିଓକୁ ଆମେରିକାରେ ଅଗ୍ନିକାଣ୍ଡ ପରେ ଲୋକେ ରାସ୍ତାକୁ ଆସିଥିବା ଦାବି ସହିତ ସେୟାର କରା ଯାଉଛି। 

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଅଗ୍ନିକାଣ୍ଡ ପରେ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ ଅଗ୍ନିକାଣ୍ଡ ପରେ ଲୋକଙ୍କ ଘର ଜଳି ଯାଇଥିବାରୁ ତାଙ୍କ ପାଖରେ ରହିବା ପାଇଁ ଘର ନାହିଁ। ସେଥିପାଇଁ ଅନେକ ଲୋକ ରାସ୍ତାରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା […]

Continue Reading

କ’ଣ ଏହି ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡର ଘଟଣା ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଲୋକମାନେ ରେଳ ଟ୍ରାକ୍ ରେ ଛିଡା ହୋଇ ଦୃଶ୍ୟ ଦେଖୁଥିବା ସମୟରେ କିଛି ଲୋକେ ଟ୍ରାକ୍ ଉପରକୁ ଜିନିଷ ଫିଙ୍ଗୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଝାରସୁଗୁଡା ରାଳବାଇ ଷ୍ଟେସନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି […]

Continue Reading