ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ଅସମ୍ପୂର୍ଣ୍ଣ ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ ହେଉଛି।
ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ରାଜ୍ୟ ସଭାରେ ଦେଇଥିବା ଏକ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ରେ ସଞ୍ଜୟ ସିଂଙ୍କୁ ‘ହରାମରେ ମଧ୍ୟ ରାମ ଅଛି’ ବୋଲି କହୁହିବା ଶୁଣିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ଅସମ୍ପୁର୍ଣ୍ଣ ଭିଡିଓ। ପ୍ରକୃତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ୍ ବିହାରୀ ଭାଜପାୟୀଙ୍କ ଉଦ୍ଧୃତି ଦେଉଥିଲେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? […]
Continue Reading
