ଭାଇରାଲ ଭିଡିଓରେ ଅମୁଲ ଲାସିର ପ୍ୟାକେଟରେ ଥିବା ଫଙ୍ଗସର ସତ୍ୟତା ଜାଣନ୍ତୁ……
ଏହି ଭିଡିଓରେ ଦେଖାଯାଇଥିବା ଘଟଣା ଏକ ବିଭ୍ରାନ୍ତିକର ଦାବି ସହିତ ସେୟାର କରାଯାଉଛି। ଫ୍ୟାକ୍ଟ କ୍ରେସେଣ୍ଡୋ ଅମୁଲ କମ୍ପାନିଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଭାଇରାଲ ଦାବି ମିଥ୍ୟା ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଏଥିରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଅମୁଲଙ୍କ ଲାସିର ଖୋଲା ପ୍ୟାକେଟ୍ ଦେଖାଉଛନ୍ତି । ଏଥିରେ ସେ କହୁଛନ୍ତି ଯେ ସେ ଅମୁଲଙ୍କ ଠାରୁ ପାଞ୍ଚ ପ୍ୟାକେଟ୍ ଲସି କିଣିଥିଲେ ଏବଂ ଏଥିରେ ଥିବା […]
Continue Reading