କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡ଼ିକ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରେଳବାଇ ଷ୍ଟେସନର ଅଟେ? ଜାଣନ୍ତୁ ସତ୍ୟ।
ଭାରତୀୟ ରେଳବାଇ ଅଯୋଧ୍ୟା ଷ୍ଟେସନ୍ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସୂଚନା ଅନୁଯାୟୀ, ନୂତନ ଷ୍ଟେସନ୍ ୧୫ ଜାନୁଆରୀ ୨୦୨୪ ସୁଧା ଶେଷ ହୋଇଯିବ। ଏହି ନୂତନ ଷ୍ଟେସନ୍ ରେ ଜନସାଧାରଣ ଲୋକଙ୍କ ପାଇଁ ଅନେକ ସୁବିଧା ରଖା ଜୀବ। ଏହି ନିର୍ମାଣ କାର୍ଯ୍ୟରେ ୨୪୦ କୋଟି ଟଙ୍କା ଲାଗିଛି। ନିର୍ମାଣ କାର୍ଯ୍ୟ ଶେଷ ଅବଧି ନିକଟ ଆସୁଥିବାରୁ ଏହାର କିଛି ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ […]
Continue Reading