କ’ଣ ଏହା ଭାରତ ଦ୍ଵାରା ନିର୍ମିତ ରେଳ କୋଚ୍ ଯାହା ଅଷ୍ଟ୍ରେଲିୟାକୁ ଦିଆ ଯାଉଥିବାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଏବଂ ମେଡ୍ ଇନ ଇଣ୍ଡିଆ ଧାରଣା ଗତ କିଛି ବର୍ଷ ହେଲା ଦେଶରେ ଚର୍ଚାର ବିଷୟ ରହିଛି। ଅନେକ ଲୋକ ଏହି ଧାରଣା ଗ୍ରହଣ କରିଥିବା ସମୟରେ କିଛି ଲୋକେ ଏହାକୁ ସମାଲୋଚନା କରିଛନ୍ତି। ଏହି ବିଷୟ ସମ୍ବନ୍ଧରେ ଗତ କିଛି ବର୍ଷରୁ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଏକ ପୋଷ୍ଟ କିଛି ରେଳବାଇ କୋଚ୍ ର ଫୋଟୋ ସହିତ ଭାଇରାଲ ହେଉଛି ଯେଉଁଥିରେ […]
Continue Reading