ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୋଡ଼ିଯାଇଥିବା ଶିଶୁର ଶରୀର ଭାବରେ ପ୍ରାଚୀନ ମିଶରର ଏକ ଶିଶୁର ମମିର ଭିଡିଓ ସେୟାର କରାଯାଇଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଏକ ଶିଶୁର ମମି ଦେଖିବାକୁ ମିଳିଛି। ଏହା ସହିତ ଭିଡିଓରେ କିଛି ଅନ୍ୟ ଶିଶୁ ମାନଙ୍କ ଫୋଟୋ ଦିଆଯାଇଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ଶିଶୁ ମାନେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ନିଜ ପ୍ରାଣ ହରାଇଛନ୍ତି ଏବଂ ଭିଡିଓରେ ଥିବା ଶରୀର ଟି ତାଙ୍କ ମଧ୍ୟ ଜଣଙ୍କର। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅହମ୍ମଦାବାଦ ବିମାନ […]
Continue Reading