କ’ଣ ଓଡିଶା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି? ଜାଣନ୍ତୁ ସତ୍ୟ।
ଓଡ଼ିଶାରେ ପ୍ରକାଶ ମିଶ୍ରଙ୍କ ନାମ ବହୁତ ପ୍ରସିଦ୍ଧ। ସେ ଜଣେ ଆଇପିଏସ ଅଧିକାରୀ ଥିଲେ ଏବଂ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଡିଜିପି ପଦବୀରେ ସେବା କରିଥିଲେ। ଏହା ପରେ ସେ ବିଜେପି ଦଳରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି। ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]
Continue Reading