କ’ଣ ଭାଇରାଲ ଫୋଟୋ ୨୦୨୩ ରେ ଗୋରଖପୁରେ ନିର୍ମାଣ ହେବାକୁ ଯାଉଥିବା ବିଶ୍ଵର ସବୁଠାରୁ ଲମ୍ବା ଏଲପିଜି ପାଇପ୍ ଲାଇନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵପ୍ନର ପ୍ରକଳ୍ପ କାଣ୍ଡଲା-ଗୋରଖପୁର ଏଲପିଜି ପାଇପ୍ ଲାଇନର ନିର୍ମାଣର କାର୍ଯ୍ୟକୁ କେନ୍ଦ୍ର ସରକାର ଅନୁମୋଦନ କରିଛି। ପାଇପ୍ ଲାଇନ୍ କାର୍ଯ୍ୟକାରିତାକୁ ଦର୍ଶାଉଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ କ’ଣ ଏହି ଫୋଟୋ କନ୍ଦଳା-ଗୋରଖପୁର ଏଲପିଜି ପାଇପ୍ ଲାଇନର ଦୃଶ୍ୟ ଅଟେ? ଏହି ଫୋଟୋର ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର (୯୦୪୯୦୫୩୭୭୦) ରେ ଅନୁରୋଧ ଆସିଥିଲା। ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]
Continue Reading