କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି ?

ପୋଲିସ୍ କର୍ମଚାରୀଙ୍କ ଏକ ଜାତୀୟ ସଙ୍ଗୀତ ଗାନ କରିବାକୁ ବାଧ୍ୟ କରୁଥିବା ଏକ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହ ଦାବି କରାଯାଇଛି ଯେ, କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି। ଭିଡିଓରେ ପୋଲିସ କର୍ମଚାରୀମାନେ ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଜଣେ ଯୁବକଙ୍କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ […]

Continue Reading

କ’ଣ ଶ୍ରୀନଗର ମେଡିକାଲ କଲେଜର ୧୦୦ ମହିଳା ଛାତ୍ର ପାକିସ୍ତାନ ଜିନ୍ଦାବାଦର ନାରା ଦେବା କାରଣରୁ ତାଙ୍କ ଡିଗ୍ରୀ ବାତିଲ କରା ଯାଇଛି?

ଟି୨୦ ବିଶ୍ଵ କପ୍ ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏହା ପରେ କାଶ୍ମୀରର କିଛି କଲେଜର ଛାତ୍ର ମାନଙ୍କ ଦ୍ଵାରା ଉତ୍ସବ ପାଳନ କରୁଥିବା ଭିଡିଓ ସାମନାକୁ ଆସିଥିଲା। ଏହି ସମ୍ବନ୍ଧରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରୀନଗର ମେଡିକାଲ କଲେଜରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଉଥିବା ଛାତ୍ରୀ ମାନଙ୍କର ମେଡିକାଲ ଡିଗ୍ରୀ ସରକାର ଦ୍ଵାରା ବାତିଲ କରି […]

Continue Reading

କ’ଣ ଭିଡିଓରେ ସରକାର ଜାମ୍ମୁ କାଶ୍ମୀରରେ ଥିବା ରୋହିଙ୍ଗ୍ୟା ମୁସଲିମ ମାନଙ୍କର ଘର ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସରକାର କାଶ୍ମୀରରେ ରୋହିଙ୍ଗ୍ୟାଙ୍କ ଦ୍ଵାରା ବେଆଇନ ଭାବରେ ବଣା ଯାଇଥିବା କୋଠା ଗୁଡିକକୁ ଭାଙ୍ଗି ଦେଉଛନ୍ତି।  ଯେତେବେଳେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରିଲା, ଫଳାଫଳରେ ଜାଣିବାକୁ ମିଳିଲା ଯେ ଏହି ଭିଡିଓର ରୋହିଙ୍ଗ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା କ’ଣ।  କ’ଣ ଦାବି ଏହି ପୋଷ୍ଟର? ଭାଇରାଲ ଭିଡିଓରେ ଆମେ କିଛି […]

Continue Reading

ଭାରତୀୟ ସୈନ୍ୟମାନେ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଛନ୍ତି କି ?

ସୋସିଆଲ ମିଡିଆରେ ଭରତୀୟ ସୈନ୍ୟମାନଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଫଟୋରେଥିବା ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ 200ରୁ ଅଧିକ ଆତଙ୍କିମାନଙ୍କୁ ଦମନ କରିଛନ୍ତି ଏବଂ ସୁରକ୍ଷିତ ଭାବେ ଫେରିଛନ୍ତି। ଆଣ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲ।  19 ନଭେମ୍ବରରେ Bablu Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ […]

Continue Reading