କ’ଣ ବନ୍ଦେ ଭାରତ ଟ୍ରେନ୍ ପୁଣି ଥରେ ଗୁଜୁରାଟର ଭଲସାଡ୍ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି? ଜାଣନ୍ତୁ ସତ୍ୟ। 

ଗତ ବର୍ଷ ବନ୍ଦେ ଭାରତ ଟ୍ରେନର ଦୁର୍ଘଟଣା ଗ୍ରସ୍ତ ହେବା ନେକ ଖବର ଶୁଣିବାକୁ ମିଳିଥିଲା। କେତେବେଳେ ଗରୁ ଶାୟତ ଧକା ହୋଇ ତ କେବେ କିଛି ଲୋକ ଏହା ଉପରେ ପଥର ଫୋଫାପି ଟ୍ରେନକୁ ଖ୍ଯାତି ପହଞ୍ଚାଇଥିଲେ। ଅନେକ ଥର ଆମେ ଶୁଣିବାକୁ ପାଇଥିଲୁ ଯେ କିଛି ଗୋରୁପଳ ସହିତ ଦୁର୍ଘଟଣା ପରେ ଟ୍ରେନର ସାମନା କୋଣକୁ କ୍ଷତି ହୋଇଥିଲା।  ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦେଖାଯାଉଥିବା ଗୁଜୁରାଟ କୃଷି ମନ୍ତ୍ରୀ ରାଘବଜୀ ପଟେଲ ଅଜନ୍ତା ଗ୍ରୁପର ପ୍ରତିଷ୍ଠାତା ନୁହଁନ୍ତି।

ଗୁଜୁରାଟର ମୋର୍ବିରେ ଘଟିଥିବା ବ୍ରିଜ ଦୁର୍ଘଟଣା ସହ ପିଏମ ମୋଦୀଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପିଏମ ମୋଦୀ ଜଣେ ବ୍ୟକ୍ତିଙ୍କ ସହ ଠିଆ ହୋଇଥିବା ନଜର ଆସୁଛନ୍ତି। ଏହି ଛବି ସେୟାର କରି ଦାବି କରାଯାଉଛି ଯେ ଯେଉଁ ବ୍ୟକ୍ତିଙ୍କ ସହ ପିଏମ ମୋଦୀ ଛିଡା ହୋଇଛନ୍ତି, ସେ ହେଉଛନ୍ତି ମର୍ବି ବ୍ରିଜର ନବୀକରଣ କାର୍ଯ୍ୟ କରିଥିବା କମ୍ପାନୀର ମାଲିକ। Babeena Pattanayak ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ଗୁଜୁରାଟ ନିର୍ବାଚନରେ ​​AAP ର ବିଜୟ ସମ୍ଭାବନାକୁ ଦର୍ଶାଉଥିବା ଏହି ନ୍ୟୁଜ୍ ଭିଡିଓ ମିଥ୍ୟା ଅଟେ।

ଗୁଜୁରାତର ନିର୍ବାଚନ ପାଖକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ପ୍ରଚାର ପ୍ରଶାର ଜୋର ଧରିଛି।  ଏବିପି ନ୍ୟୁଜର ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଗୁଗୁରାତରେ ଏଥର ଆମ ଆଦମି ପାର୍ଟି ନିଜ ସରକାର ବନାଉଥିବାର ପୁରା ସୁଯୋଗ ଦେଖିବାକୁ ମିଳୁଛି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଏବେ ଗୁଜୁରାତରେ ବିଜେପି ନାହିଁ ବରଂ ଆମ ଆଦମି ପାର୍ଟି ସରକାର ବନାଇବ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ବିଜେପି ସମର୍ଥକୁ ମାଡ଼ ମାରୁଥିବା ଭିଡିଓ ପୁରୁଣା ଏବଂ ବଙ୍ଗଳାର ଅଟେ, ଗୁଜୁରାଟ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ।

ଗୁଜୁରାତରେ ନିର୍ବାଚନ ପରିବେଷରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ଜଣେ ବ୍ୟକ୍ତିକୁ ମାଡ଼ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଗୁଜୁରାତରେ ଚିର୍ବାଚନ ମାହୋଲରେ ବିଜେପି ସମର୍ଥକକୁ ମାଡ଼ ମାରିଲେ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଗୁଜରାଟ ରେ ଭାଜପା ଭକ୍ତ ଙ୍କୁ ଗୋଡେଇ ଗୋଡେଇ ମାଡ !… ଫେସବୁକ । ଆର୍କାଇଭ ଅନୁସନ୍ଧାନ ପୂର୍ବରୁ […]

Continue Reading

ଗୁଜୁରାଟର ୨୦୨୨ ଏକଜିଟ୍ ପୋଲରେ ଆମ୍ ଆଦମମି ପାର୍ଟି ଅଗ୍ରଣୀ ପ୍ରଦର୍ଶନ କରୁଥିବାର ମିଥ୍ୟା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆ ଏହା ସହ ଜଡିତ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଗତ ମାସରେ ଦିଲ୍ଲୀ ସିଏମ ଏବଂ ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସନ୍ଦର୍ଭରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଇଣ୍ଡିଆ ଟିଭି ସମ୍ପାଦକ ରଜତ ଶର୍ମା ଗୁଜୁରାଟର ୨୦୨୨ ନିର୍ବାଚନର ଏକଜିଟ୍ ପୋଲ୍ […]

Continue Reading

ବିଜେପି ସମର୍ଥକ ମଦ ପିଉଥିବାର ଏହି ଭିଡିଓ ପୁରୁଣା ଏବଂ ଗୁଜରାତ ନିର୍ବାଚନ ପ୍ରଚାର ସହ କୌଣସି ସମ୍ପର୍କ ନାହିଁ।

ଗୁଜରାତ ନିର୍ବାଚନକୁ ନେଇ ସୋଶିଆଲ ମିଡିଆରେ ରଚ୍ଚା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସେଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଗୁଜରାତ ନିର୍ବାଚନ ପ୍ରଚାରରେ ବିଜେପି ସମର୍ଥକ ମଦ ପିଇ ପ୍ରଚାର କରୁପଛନ୍ତି। ଭିଡିଓରେ କିଛି ଲୋକ ବିଜେପି ପତକା ଏବଂ ଟୋପି ପିନ୍ଧି ମଦ ପିଉଛନ୍ତି।  Amitabh Patra ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେୈ ଲେଖାଯାଇଛି ଯେ, କୋଇ ପତ୍ଥର ସେ […]

Continue Reading