ଅକ୍ଟୋବରରେ ଛତିଶଗଡ଼ରେ ହୋଇଥିବା ରାଲିର ଭିଡିଓକୁ ମଥୁରା ଦାବିରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ମଥୁରା ବୋଲି ଦାବି କରାଯାଉଛି। ଭିଡିଓରେ ଲୋକମାନେ ଦଙ୍ଗା କରୁଥିବାର ଦେଖାଯାଉଛନ୍ତି। ଏହା ସହ ଆଖପାଖର ସମସ୍ତ ଜିନିସ ଭାଙ୍ଗୁଥିବାର ମଧ୍ୟ ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ ଏହା 6 ଡିସେମ୍ବରରେ ମଥୁରାରେ ହୋଇଥିବା ଦଙ୍ଗାର ଦୃଶ୍ୟ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମଥୁରାର ନୁହେଁ ଛତିଶଗଡ଼ର ଅଟେ। 7 ଡିସେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]
Continue Reading