ଜାଲୋରୀ ଗେଟ୍ ସଂଘର୍ଷ ସମୟରେ ରାଜସ୍ଥାନ ପୋଲିସକୁ ଲାଗିଥିବା ଆଘାତକୁ ନକଲି ନୁହଁ।
ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ରକ୍ତ ଜୁଡୁବୁଡୁ ବନ୍ଧା ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଯେଉଁଥିରେ ଦାବି କରାଯାଉଛି ଯେ, ପୋଲିସ୍ ରୁମାଲରେ ନାଲି ରଙ୍ଗ ବ୍ୟବହାର କରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ଦାବି କରୁଛନ୍ତି। ଫେସବୁକ ୟୁଜର୍ସମାନେ ଦାବି କରିଛନ୍ତି ଯେ, ପୋଲିସ ମୁଣ୍ଡରେ କିମ୍ବା ହାତରେ କୌଣସି ପ୍ରକାରର ଆଘାତ ଚିହ୍ନ ନାହିଁ। ଇଦ୍ ପୂର୍ବରୁ ଜାଲୋରୀ ଫାଟକରେ ଇସଲାମିକ୍ ପତାକା ଉତ୍ତୋଳନ କରିବା ପରେ […]
Continue Reading