କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ଏକ ଇଲେକ୍ଟ୍ରିକ୍ ସାଇକେଲର ଫଟୋ ସହିତ ଅପଲୋଡ୍ ହୋଇଥିବା ଫଟୋରେ ଲେଖାଯାଇଛି: “ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Jio Electric Cycle ଯାହାର ମୂଲ୍ୟ ରହିଛି ୨୯,୦୦୦ ଟଙ୍କା। ଏଥିରେ ରହିଛି 250W-350W ର ଇଲେକ୍ଟ୍ରିକ୍ ମୋଟର ଏବଂ ଏହାକୁ ଠାରେ ଚାର୍ଜ […]

Continue Reading

କ’ଣ କେନ୍ଦ୍ର ସରକାର ବିଏସଏନଏଲ କୁ 5ଜି ଲାଇସେନ୍ସ ଦେବା ପାଇଁ ଅସ୍ଵୀକାର କରିଛି? ଜାଣନ୍ତୁ ସତ୍ୟ।

ଭାରତରେ 5ଜି ଇଣ୍ଟର୍ନେଟ ସୁବିଧାର ଉନ୍ମୋଚନ ଅକ୍ଟୋବର ୨୦୨୨ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା କରା ଯାଇଥିଲା। ବର୍ତ୍ତମାନ କେବଳ ରିଲାନ୍ସ ଜିଓ ଏବଂ ଏୟାର୍ଟେଲ୍ ୫ଜି ସର୍ଭିସ ଯୋଗାଉଛନ୍ତି। ୧ ଅକ୍ଟୋବର ୨୦୨୨ ରୁ ନେଇ ଆଜି ପର୍ଯ୍ୟନ୍ତ ୫୦ ଟି ସହରରେ ୫ଜି ସର୍ଭିସ ଆରମ୍ଭ ହେଇ ସାରିଛି।  ଏହି ପ୍ରସଙ୍ଗରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ବିଏସଏନଏଲ କୁ ୫ଜି ଲାଇସେନ୍ସ […]

Continue Reading