ଟି ରାଜା ସିଂ ଜେଲ ଖାଉଥିବାର ଏହା ଭିଡିଓ କି? ମିଥ୍ୟା ଦାବି ସହିତ ପୁରୁଣା ଭିଡିଓ ଭାଇରାଲ୍।

କିଛି ଦିନ ପୂର୍ବରୁ ଏକ ଭାଇରାଲ ଭିଡିଓରେ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତେଲେଙ୍ଗାନା ବିଧାୟକ ଟି ରାଜା ସିଂଙ୍କୁ ଗିରଫ କରାଯାଇଥିଲା। ଏହା ପରେ ବିଧାୟକଙ୍କୁ ଚେରପାଲି ଜେଲକୁ ପଠାଯାଇଥିଲା। ଏହି ସମୟରେ ଟି ରାଜା ସିଂ ଜେଲରେ କଣ ଖାଦ୍ୟ ଖାଉଛନ୍ତି ବୋଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି।  Shiv Ke Pujari Jagdish ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ହାଇଦ୍ରାବାଦ […]

Continue Reading

କ’ଣ ଜେଲରୁ ବାହାରିବା ପରେ ଆଜାମ ଖାନ ରାମ ଏବଂ କୃଷ୍ଣ ତାଙ୍କର ଆଦର୍ଶ ବୋଲି କହିଛନ୍ତି ?

27 ମାସ ଧରି ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ 20 ମଇରେ ଜେଲରୁ ମୁକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ, ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ତାଙ୍କୁ ଶୁଣିଥିବେ ଯେ “ଯୋଗୀ ଜି ମୋଗଲ ଆମର ଆଦର୍ଶ ନୁହଁନ୍ତି, ଆମର ଆଦର୍ଶ ହେଉଛି ରାମ, କୃଷ୍ଣ ଜୀ ମଧ୍ୟ ସେଠାରେ ଅଛନ୍ତି।” ଦାବି ହେଉଛି ଯେ ଜେଲରୁ ମୁକୁଳିବା ପରେ ସେ ଏହି ବିବୃତ୍ତି ଦେଇଛନ୍ତି। […]

Continue Reading