କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ପୋଲିସ ଅଧିକାରୀ ସେଠାରେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। ଦାବି କରା ଯାଉଛି ଯେ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଭିଡିଓ ଅଟେ। ପ୍ରକୃତ […]

Continue Reading

କ’ଣ ଭାଇରାଲ ଭିଡିଓରେ ନାରା ଲଗାଉଥିବା ପୋଲିସର ଭିଡିଓ ତ୍ରିପୁରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଦୂର୍ଗା ପୂଜା ସମୟରେ ବାଂଲାଦେଶରେ ଦଙ୍ଗା ହେବାର କିଛି ଦିନ ପରେ ଭାରତର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟକ ହିଂସା ଏବଂ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ତ୍ରିପୁରା ଧାର୍ମିକ ସଂଗଠନ ଦ୍ଵାରା ରେଲି ଆୟୋଜିତ କରା ଯାଇଥିଲା। ଏହି ରେଲି ସମୟରେ ପୋଲିସ ସହ ସଂଘର୍ଷ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ଘର, ଦୋକାନ ଏବଂ ଧାର୍ମିକ ସ୍ଥାନ ଭଙ୍ଗାରୁଜା ହେଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ […]

Continue Reading

2018ର କୃଷକ ମୁକ୍ତି ଆନ୍ଧୋଳନର ଫଟୋକୁ ବର୍ତ୍ତମାନର କୃଷକ ବିଲ୍ ଆନ୍ଦୋଳନ ଦାବିରେ ଭାଇରାଲ ହେଉଛି।

ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ କଳା କପଡ଼ାର ଏକ ବ୍ୟାନର ଦେଖାଯାଉଛି।  ଯେଉଁଥିରେ ଲେଖା ଅଛି, “ନା ମୋଦୀ, ନା ଯୋଗୀ , ନା  ଜୟ ଶ୍ରୀ ରାମ,  ଦେଶରେ ରାଜ କରିବେ ମଜଦୁର-କିସାନ ” । ପୋଷ୍ଟରେ ଲେଖାଯାଇଥିବା ଦାବି ଅନୁସାରେ ଫଟୋଟି ବର୍ତ୍ତମାନ ଚାଲୁଥିବା କୃଷକ ବିଲ୍ ବିରୋଧରେ […]

Continue Reading