କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲୋକମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

୨୦୨୪ ନିର୍ବାଚନ ସହିତ ଯୋଡି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିଜେପି ର ସ୍କାର୍ଫ ପିନ୍ଧିଥିବା କିଛି ଲୋକଙ୍କୁ ଜନସାଧାରଣ ଦୌଡେଇ ମାରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରେଲି କରୁଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲୋକେମାନେ ମାଡ଼ ମାରି ସ୍ଥାନରୁ ଭଗାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ତେଲଙ୍ଗାନା ରାଜ୍ୟର ଏକ ପୁରୁଣା […]

Continue Reading

କ’ଣ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଏହି ଘଟଣା ତାମିଲ ନାଡୁ ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ରାସ୍ତାରେ ବିଜେପି ସମର୍ଥକଙ୍କୁ ମାଡ ମାରୁଛନ୍ତି। ଭିଡିଓ ଦେଖି ଅନୁମାନ ହେଉଛି ଯେ ଏକ ରେଲିର ପ୍ରଦର୍ଶନରେ ଏହି ଘଟଣା ଘଟିଛି।  ପୋଷ୍ଟର ଦାବି ଅନୁଯାୟୀ ଏହି ଘଟଣା ତାମିଲ ନାଡୁ ରାଜ୍ୟରେ ଘଟିଛି। ମୋଦୀ ସରକାର ଦେଶର ବିଭିନ୍ନ ସଂସ୍ଥାକୁ ଘରୋଇକରଣ ନାମରେ ଉଦ୍ୟୋଗପତିଙ୍କୁ ବିକିଥିବା ନେଇ ତାମିଲ ନାଡୁ ଜନତା ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ହିଜାବ ଆନ୍ଦୋଳନ ସମୟରେ ଦଙ୍ଗାର ଏହି ଭିଡିଓ କର୍ଣାଟକାରେ ଘଟିଛି? ଜାଣନ୍ତୁ ସତ୍ୟ। 

କର୍ଣାଟକାରେ ଚାଲିଥିବା ହିଜାବ ବିବାଦ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ରହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବିଜେପିର ସ୍କାର୍ଫ ପିନ୍ଧି ଲୋକଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି। ଏହି ଭିଏଅ ସେଯାର କରି ଦାବି କରା ଯାଇଛି ଯେ ବର୍ତ୍ତମାନ କର୍ଣାଟକାର ଜନତା ତାତିବା ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ କରିଲା ପରେ ଜାଣିବାକୁ ପାଇଲା ଯେ ଏହି ଭିଡିଓର କର୍ଣାଟକା କିମ୍ବା […]

Continue Reading