କ’ଣ ଏହି ଫୋଟୋ ୨୬/୧୧ ରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଇଥିବା ପୋଲିସକର୍ମୀ ତୁକାରାମଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
ନଭେମ୍ବର ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେଇଥିଲା। ଲଶ୍କର-ଇ-ତାଇବା ନାମକ ଉଗ୍ରବାଦୀ ସଂଗଠନର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ୪ ଦିନ ଧରି ୧୩ ଟି ଆକ୍ରମଣ ବିନନିମୟ କରିଥିଲେ। ଏହି ଗୁଳିକାଣ୍ଡରେ ମୁମ୍ବାଇ ପୋଲିସ ସବ୍ ଇନ୍ସପେକ୍ଟର ଟୁକାରାମ ଓମ୍ବଲେ ଶହିଦ ହେଇଥିଲେ। ତାଙ୍କ ବିରତା ପାଇଁ ଆତଙ୍କବାଦୀ କସାବକୁ ପୋଲିସ ଗିରଫ କରିବାରେ ସକ୍ଷମ ହେଇଥିଲା। ବର୍ତମାନ ସୋସିଆଲ ତୁକାରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […]
Continue Reading