ଦିଲ୍ଲୀ ପୋଲିସ ଲୁହା କଣ୍ଟା ଲଗାଇଲାପରେ କୃଷି ଟ୍ରାକ୍ଟରରେ ଲୁହା ଚକ ଲଗାଇଛନ୍ତି ?

ଜାନୁଆରୀ 26 ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି  ପରେ ଦିଲ୍ଲୀ  ପୋଲିସ ସତର୍କତା ଅବଲମ୍ବନ କରିଛି ଏବଂ ଟ୍ରାକ୍ଟର ପ୍ରବେଶକୁ ବନ୍ଦ କରିବା ପାଇଁ ଦିଲ୍ଲୀ ସୀମାରେ ଥିବା ରାସ୍ତାରେ ଲୁହା ସ୍ପାଇରାଲ ଏବଂ କଣ୍ଟା ଲଗାଯାଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟରର ଚକା ନଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକମାନେ ଇସ୍ପାତ ଚକ ସହିତ […]

Continue Reading

ଭାଇରାଲ ଭିଡିଓର ତାଷୀ ଆନ୍ଦୋଳନକାରି କିମ୍ବା 26 ଜାନୁଆରୀ ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡିଆରେ ଜାନୁଆରି 26 ପୂର୍ବରୁ ଅନେକ ଭିଡିଓ ଏବଂ ଫଟୋ ଅଲଗା ଅଲଗା ଦାବିରେ ଭାଇରାଲ ହୋଇଥିଲା। ଏଥିମଧ୍ୟରେ  ଏକ ଭିଡିଓ ମଧ୍ୟ  ଭାଇରାଲ ହୋଇଥିଲା ଯେଉଁଥିରେ ଟ୍ରାକ୍ଟର ଟ୍ରକ ପରେଡ ହେଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 26 ଜାନୁଆରି ପାଇଁ କୃଷକମାନେ ଟ୍ରାକ୍ଟର ପରେଡ ପ୍ରସ୍ତୁତ କରିଛନ୍ତି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।  25 ଜାନୁଆରିରେ Litu Baisakh […]

Continue Reading