ପାକିସ୍ତାନର ଏକ ପୁରୁଣା ଫଟୋକୁ ତେଲଙ୍ଗାନାରେ କୁକୁରଙ୍କର ହତ୍ୟା କରା ଯାଇଥିବା ଦାବି ସହିତ ସେୟାର କରା ଯାଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ମୃତ କୁକୁରଙ୍କ ଏକ ଫଟୋ ଭାଇରାଲ ହେଉଛି, ଯାହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ତେଲେଙ୍ଗାନାରେ ପ୍ରାୟ ୫୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବାର। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। କାରଣ ମୃତ କୁକୁରଙ୍କ ଫଟୋଟି ସାମ୍ପ୍ରତିକ ନୁହେଁ ଏବଂ ଏହା ତେଲେଙ୍ଗାନାର ନୁହେଁ ବରଂ ୨୦୧୫ ମସିହାରେ ପାକିସ୍ତାନର କରାଚୀରେ ଘଟିଥିବା ଏକ ଘଟଣାର ଅଟେ। ଏହି ଘଟଣାର ଭାରତ ସହିତ […]
Continue Reading
