ଆର.ଜି କର ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ନୁହଁନ୍ତି। 

ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖାଯାଉଛି। ଭାଇରାଲ ପୋଷ୍ଟ ସହିତ ଦାବି କରା ଯାଉଛିଯେ ଫୋଟୋରେ କେକ୍ କାଟୁଥିବା ବ୍ୟକ୍ତି ହେଉଛନ୍ତି ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲା ଅଭିଯୁକ୍ତ ସଞ୍ଜୟ ରୟ। ସେ ତାଙ୍କ ଜନ୍ମଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ “ସନ୍ଦୀପ ଘୋଷ” ଙ୍କ କାର୍ଯ୍ୟାଳୟରେ ପାଳନ କରିଥିଲେ। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ମଣିପୁରରେ ହେଇଥିବା ଘଟଣା ପରେ ଅକ୍ଷୟ କୁମାର ଏହି ଭିଡିଓରେ ନିଜ କ୍ରୋଧ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ

ମଣିପୁରର ଦୁଇ ଜଣ କୁକି ସମ୍ପ୍ରଦାୟ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରାଯିବା ସହ ବହୁ ସଂଖ୍ୟାରେ ପୁରୁଷଙ୍କ ଦ୍ୱାରା ତାଙ୍କ ଯୌନ ନିର୍ଯାତନା ହୋଇଥିବାର ଏକ ଭିଡିଓ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛି। ଅନୁସୂଚିତ ଜନଜାତି ନେତାଙ୍କ ଫୋରମ୍ (ଆଇଟିଏଲଏଫ୍) ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର […]

Continue Reading

କ’ଣ ଫୋଟୋରେ ମାସ୍କ ଚେକିଙ୍ଗ କରୁଥିବା ଜଣେ ପୋଲିସଙ୍କୁ ଲୋକେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

କୋଭିଡରୁ ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ଥର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ଖବରରେ ଆମେ ଅନେକ ପରିସ୍ଥିତି ଦେଖିଛୁ ଯେତେବେଳେ ଲୋକମାନେ ଏହି ନିୟମ ପାଳନ କରି ନାହାନ୍ତି। ମାସ୍କ ନ ପିନ୍ଧିଥିବା ଲୋକମାନଙ୍କ ପାଇଁ ସରକାର ଜରିମାନା ଆଦାଯ କରିବା ନିର୍ଣଯ ପରେ ପୋଲିସକୁ ବହୁତ କଠୋର କାର୍ଯ୍ୟାନୁଷ୍ଠାନଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା  ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପୋଲିସଙ୍କ […]

Continue Reading

ଏକ ସୋର୍ଟ ଫିଲ୍ମର ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ମଦରାସା କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭୁଲ ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟୋପି ପିନ୍ଧିଥିବା ମୁସଲମାନ ବ୍ୟକ୍ତି ଜଣେ ଝିଅ ସହିତ ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ମଦ୍ରାସାରେ ଜଣେ  ମୌଲଭୀ ଏକ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛି।  ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ଫଟୋରେ ଥିବା ମହିଳା ଭାରତରେ ବଳାତ୍କାର ଓ ହତ୍ୟା ମାମଲାକୁ ବିରୋଧ କରୁଛନ୍ତି କି?

ତ୍ତରପ୍ରଦେଶର ହାଥjସରେ ଜଣେ 19 ବର୍ଷର ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ଯାହାଫଳରେ ମହିଳାଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ତାଙ୍କ ଶରୀରକୁ କଣ୍ଟା ତାର ପରି ପୋଷାକ ପିନ୍ଧିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଉଛି ଯେ, ହାଥରସ ଘଟଣା ପରେ ଏହା ସରକରା ମୁହଁରେ ଚାପୁଡ଼ା। ସରକରାଙ୍କ ଦ୍ୱାରା ଦେଶର ମହିଳା ସୁରକ୍ଷୀତ […]

Continue Reading

କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଞ୍ଜାବ କନଷ୍ଟେବଳଙ୍କ ଫଟୋକୁ ବଳାତ୍କାର ଓ ହତ୍ୟା ଦାବିରେ ଭାଇରାଲ କରାଯାଉଛି।

ଉତ୍ତର ପ୍ରଦେଶରେ ହାଥରସ ଦୁଷ୍କର୍ମ ଘଟଣାରେ 19 ବର୍ଷ ଝିଅର ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ଏବଂ ଆଲୋଚନା ଲାଗିରହିଛି। ଏହି ଘଟଣା ପରେ ଉତ୍ତର ପ୍ରଦେଶରେ ଯୋଗି ଆଦିତ୍ୟନାଥଙ୍କ ଉପରେ ନିସାନା ଲଗାଯାଉଛି। ଏପରି ପଞ୍ଜାବର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପୁଲିସ ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ପୁଲିସ ମହିଳା କର୍ମି ଜଣକ ରାସ୍ତାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି […]

Continue Reading