କ’ଣ ଏହି ଭିଡିଓଟି ଏମ.ଡି.ଏଚ ମସଲା ମାଲିକ ଧରମପାଲ ଗୁଲାଟିଙ୍କ ଅନ୍ତିମ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
ପ୍ରସିଦ୍ଧ ମସଲା ଏମ.ଡି.ଏଚ ମାଲିକ ମାହାଷୟ ଧରମପାଲ ଗୁଲାଟି ୩ ଡିସେମ୍ବର ରେ ୯୮ ବର୍ଷ ବୟସରେ ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହେଇଥିଲା। ତାଙ୍କ ଦେହାନ୍ତ ପରେ ଅନେକ ସୋସିଆଲ ମିଡିଆ ୟୁଜର ଏକ ଭିଡିଓ ଶେଯାର କରିବା ଆରମ୍ଭ କରିଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହା ତାଙ୍କ ଅନ୍ତିମ ସମୟ ପୂର୍ବର ଭିଡିଓ ଅଟେ। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା। […]
Continue Reading