କ’ଣ କୁୱେତି ଅରବପତି ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଏହି ସବୁ ଫଟୋ?
କୁୱେତ ଅରବପତି ନାସୀର ଅଲ-ଖରାଫୀ ମୃତ୍ୟୁ ପରେ ତାଙ୍କ ସମ୍ପତିର ଲାଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୁୱେତି ଆରବପତି ନାସୀର ଅଲ-ଖରାଫୀ ଏତେ ବଡ଼ ଅରବପତୀ ହେଲେ ମଧ୍ୟ ଶେଷରେ ତାଙ୍କୁ 3 ଫୁଟ ଗାତରେ ସମାପନ କରି ଦିଆଗଲା। ତାଙ୍କ ସମ୍ପତୀର ଶେଷ ଫଟୋ ଦେଖନ୍ତୁ। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 9 ମାର୍ଚ୍ଚରେ Amitabh Patra ନାମକ […]
Continue Reading