ସ୍ୱର୍ଗତ ଦୀପ ସିଦ୍ଧୁଙ୍କ ପାଇଁ ନିଆଯାଇଥିବା ଏହି ସମାବେଶକୁ ବର୍ତ୍ତମାନର ଭୁଲ ଦାବି ସହିତ ଭାଇରାଲ କରାଯାଉଛି।
ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ପରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଖାଲିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଏକ ଗୋଷ୍ଠୀ ରାଲି କରୁଥିବା ଦେଖିବାକୁ ମିଳିଛି। ଏହି 01 ମିନିଟ୍ 1 ସେକେଣ୍ଡ୍ ଭିଡିଓ ଭାଇରାଲ୍ କରୁଥିବାବେଳେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ପରେ ହୋଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, […]
Continue Reading