କ’ଣ ଭାଇରାଲ ଫୋଟୋରେ ମହାତ୍ମା ଗାନ୍ଧୀ ଇଂରାଜୀ ସୈନ୍ୟଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ।
ମହାତ୍ମା ଗାନ୍ଧୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ କିଛି ଲୋକଙ୍କ ସହିତ ଛିଡା ହୋଇଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହା ବ୍ରିଟିଶ୍ ସେନାର ଫୋଟୋ ଅଟେ ଏବଂ ମହାତ୍ମା ଗାନ୍ଧୀ ଇଂରାଜୀ ସେନାର ଜଣେ ଅଧିକାରୀ ଥିଲେ। ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, “ଆପଣ ଜାଣିଛନ୍ତି? ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ମେଜର ସାରଜେଣ୍ଟ ଥିଲେ ଏବଂ ବ୍ରିଟିଶ୍ […]
Continue Reading