ଦରମା ନଦେଇଥବାରୁ ମହାରାଷ୍ଟ୍ରର ସୋଲାର ପ୍ୟାନାଲ୍ ଭଙ୍ଗାରୁଜା ପୁରୁଣା ଭିଡିଓକୁ ରାଜସ୍ଥାନର ଘଟଣା କହି ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାହିଛି ଯେଉଁଥିରେ କିଛି ଲୋକମାନେ ହାତୁଡ଼ାରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଦାବି କରା ଯାଉଛି ଯେ ଏହା ରାଜସ୍ଥାନର ଘଟଣା। ସୋଲାର ପ୍ୟାନେଲ୍ କାରଣରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହେଉଛି ବୋଲି ଜଣେ ବାବା କହିବା ପରେ ସ୍ଥାନୀୟ ଲୋକମାନେ ଏପରି ଭଙ୍ଗାରୁଜା ଆରମ୍ଭ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]
Continue Reading