କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ନିଜ ଆଘାତ ହୋଇଥିବା ନେଇ ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।
ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ଆଘାତ ହୋଇଥିବା ଖବର ସାମନାକୁ ଆସିଥିଲା। ଅନେକ ଫୋଟୋରେ ତାଙ୍କ କପାଳରେ ଆହତ କାରଣରୁ ରକ୍ତ ମଧ୍ୟ ବହିଥିଲା। ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ କପାଳର ଅନ୍ୟ ସ୍ଥାନରେ ବେଣ୍ଡଏଡ୍ ଲାଗିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି […]
Continue Reading