ଏହି ଫୋଟୋରେ ହାତକଡି ପିନ୍ଧା ଲୋକଙ୍କ ଆମେରିକା ଦ୍ୱାରା ଭାରତ ପଠାଯାଉଥିବା ବେଆଇନ ପ୍ରବାସୀ ନୁହଁନ୍ତି।

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି। ଭାଇରାଲ ଫୋଟୋରେ ଅନେକ ଲୋକଙ୍କୁ ହାତକଡି ବାନ୍ଧି ଏକ ଲଢ଼ୁଆ ବିମାନ ଭିତରେ ବସିଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ ଦକ୍ଷିଣ ଆମେରିକାର ଲୋକଙ୍କ ମାନେ ସୂର୍ଯ୍ୟପରାଗ ଦେଖୁଥିବା ଏହି ଭିଡିଓ ସମ୍ପ୍ରତ୍ତି ସମୟର ଅଟେ? ଜାଣନ୍ତୁ ସତ୍ୟ। 

ଉତ୍ତର ଆମେରିକାର ଅନେକ ଅଞ୍ଚଳରେ ଲୋକମାନେ କିଛି ଦିନ ପୂର୍ବରୁ ସୂର୍ଯ୍ୟ ଗ୍ରହଣର ସାକ୍ଷୀ ରହିଥିଲେ। ଏହା ମେକ୍ସିକୋର ପ୍ରଶାନ୍ତ ଉପକୂଳରୁ ଆରମ୍ଭ ହୋଇ କାନାଡାର ଆଟଲାଣ୍ଟିକ୍ ଉପକୂଳରେ ଶେଷ ହୋଇଥିଲା। ଏହି ଘଟଣାର ସାକ୍ଷୀ ହେବାକୁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହି ପ୍ରସଙ୍ଗରେ ଅନେକ ଲୋକ ସମୁଦ୍ର ନିକଟରେ ଏକାଠି ହୋଇ ସୂର୍ଯ୍ୟପରାଗ ଦେଖିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘଟଣା […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ପ୍ରବଳ ବର୍ଷାରେ ପ୍ରଭାବିତ ହେଇଥିବା ଚେନ୍ନାଇ ବିମାନ ବନ୍ଦରର ଅଟେ? ଜାଣନ୍ତୁ ସତ୍ୟ।

ବଂଗୋପ ସାଗରରେ ଲଘୁଚାପ ନେଇ ଦେଶର ପୂର୍ବ ସମୁଦ୍ର କୁଳ ଅଞ୍ଚଳ ପ୍ରବଳ ବର୍ଷାର ସାମନା କରୁଛି। ଏହା ମଧ୍ୟରୁ ଛେନାଇର ନାମ ମଧ୍ୟ ଆସିଛି। ବର୍ଷା କାରଣରୁ ସହରରେ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ଲୋକଙ୍କୁ କଠିନ ପରିସ୍ଥିତିର ସାମନା କରିବାକୁ ପଡୁଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବିମାନ […]

Continue Reading