ସମ୍ବିତ ପାତ୍ର ଦିନରେ ଯୋଗୀ ରାତିରେ ମୋର୍ଡନ ଡ୍ରେସରେ ବୁଲୁଛନ୍ତି କି?
ସୋସିଆଲ ମିଡିଆରେ ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ନାମରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଥମ ଫଟୋରେ ସମ୍ୱିତ ପାତ୍ର ଚନ୍ଦନ ଲଗାଇବା ସହ ଗେରୁଆ କପଡ଼ା ପାନ୍ଧୀ ବସିଛନ୍ତି। ତେବେ ଦ୍ୱିତିୟ ଫଟୋରେ ଜଣେ ବ୍ୟକ୍ତି କାରରେ ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଦିନରେ ସାଧୁ ଏବଂ ରାତିରେ ମୋଡର୍ନ ରୁପରେ ଦେଖାଯାଉଛନ୍ତି। Baalia BABA ନାମକ ଏକ ଫେସବୁକ ୟୁଜର 13 ଜାନୁଆରିରେ ଭାଇରାଲ […]
Continue Reading