ଭୂବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲେଜର ଏଡିଟ୍ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଲେଖାଯାଇଛି ଯେ, (Rajnikant Medical College of Engineering for Commerce and Arts) ବାଣିଜ୍ୟ ଏବଂ କଳା ପାଇଁ ରଜନୀକାନ୍ତ ମେଡିକାଲ କଲେଜ ଅଫ୍ ଇଞ୍ଜିନିୟରିଂ। ଫଟୋ ସହ ଦାବି କରାଯାଉଛି ଯେ, ଏହା କିପରି ଶିଷା ପ୍ରଣାଳି । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 31 ଜୁଲାାଇରେ Aditi ନାମକ ଜଣେ ଟ୍ୱିଟର ୟୁଜର […]
Continue Reading