ଗୋଆ ରେଳରାସ୍ତାର ଭିଡିଓକୁ କୋରାପୁଟ ଠାରୁ ରାୟଗଡା ରାସ୍ତାରେ ସୁନ୍ଦର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଓଡ଼ିଶାର ରାୟଗଡ଼ା ଏବଂ କୋରାପୁଟ ଦେଇ ଯାଉଥିବା ଦାବିରେ ଏକ ରେଳ ରାସ୍ତାର ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରେଳ ରାସ୍ତା ଦୁଇ ପାର୍ଶ୍ୱରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ପାହାଡରୁ ଝରଣା ବହୁଥିବାର ଦେଖାଯାଉଛି। ସୋସିଆଲ ମିଡିଆରେ ଏହି ଭିଡିଓରେ ଦାବି କରାଯାଇଛି ଯେ, ରେଳ ରାସ୍ତାର ଏହା ପ୍ରକୃତିକ ସୂନ୍ଦର ଦୃଶ୍ୟ ରାୟଗଡ଼ା ଏବଂ କୋରାପୁଟ ରେଳ ରାସ୍ତାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]
Continue Reading