୨୦୧୯ ରେ ସିଏଏ କୁ ବିରୋଧ କରୁଥିବା ଏକ ପ୍ରଦର୍ଶନର ଭିଡିଓକୁ ନିକଟରେ ୱାକଫ୍ ବିଲ୍ ବିରୋଧ ପ୍ରଦର୍ଶନ ଦାବି ସହିତ ଭାଇରାଲ କରା ଯାଉଛି।
୧୭ ମାର୍ଚ୍ଚ ୨୦୨୫ ରେ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ (AIMPLB) ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ବିରୋଧରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରିଥିଲା ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲା। ଏହି ସମୟରେ, ପୋଲିସ କର୍ମଚାରୀମାନେ ଭିଡ଼ ଉପରେ ଲାଠିଚାର୍ଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ ଉତ୍ତର ପ୍ରଦେଶରେ ୱାକଫ ବିଲ୍ ବିରୋଧରେ ପ୍ରଦର୍ଶନ କରୁଥିବା […]
Continue Reading