2016 ଗଣେଶ ପୂଜା ଫଟୋକୁ ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ଦାବିରେ ଭାଇରାଲ ।
ସୋସିଆଲ ମିଡିଆରେ ଗଣେଶ ପୂଜାର ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି ଯେ, ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକକୁ ବୋଲି ଦାବି କରାଯାଇ ଭାଇରାଲ କରାଯାଇଛି। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ 2016ର ବୋଲି ସ୍ପଷ୍ଟ ହେଲୁ। 10 ସେପ୍ଟେମ୍ବରରେ Biswajit Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]
Continue Reading