କ’ଣ ମୁମ୍ବଇର ରାସ୍ତାରେ ପ୍ରସିଦ୍ଧ ଅଭିନେତା ସନି ଦେଓଲ ମଦ ନିଶାରେ ଚାଲୁଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ସନି ଦେଓଲଙ୍କ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରସିଦ୍ଧ ଅଭିନେତା ସନି ଦେଓଲ ରାସ୍ତାରେ ଚାଲୁଛନ୍ତି। ସେହି ସମୟରେ ଜଣେ ଅଟୋରିକ୍ସା ଚାଳକ ତାଙ୍କୁ ନିଜ ଗାଡିରେ ବସାଇଲେ। ଦାବି କରା ଯାଉଛି ଯେ ଏହା ମୁମ୍ବଇର ଯୁହୁ ବିଚ୍ ଅଞ୍ଚଳର ଦୃଶ୍ୟ ଅଟେ ଯେଉଁଠାରେ ସନି ଦେଓଲ ମଦ ନିଶାରେ ରାସ୍ତାରେ ଚାଲୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]
Continue Reading