ଅମିତ ଶାହଙ୍କ ଭାଷଣ ବିବାଦ: କ’ଣ ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି କହିଥିଲେ ଅମିତ ଶାହ?
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଳିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ସ୍ବାଦୀନତା ସଂଗ୍ରାମୀ ବୀର ସାବର୍କରଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି। ୟୁଜର ମାନେ ଦାବି କରୁଛନ୍ତି ଯେ ଅମିତ ଶାହ କହିଛନ୍ତି, ବୀର ସାବର୍କରଙ୍କ ଯୋଗଦାନ ବିନା ୧୮୭୫ ସ୍ଵାଧୀନତା ସଂଗ୍ରାମ ସମ୍ଭବ ନଥିଲା। ଏହା ନେଇ ସୋସିଆଲ ମିଡିଆରେ ପରିହାସ କରା ଯାଉଛି ଯେ ସାବର୍କରଙ୍କ ଜନ୍ମ ୧୮୮୩ ରେ ହୋଇଥିଲା, ତେବେ ସେ କେଉଁପରି ସ୍ଵାଧୀନତା […]
Continue Reading