ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
କିଛି ଉଚ୍ଚ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଇରାନର ଆକ୍ରମଣ ପରେ ଇସ୍ରାଏଲର ତେଲ ଅଭିଭ ସହର ଦୃଶ୍ୟ। ୟୁଜର ମାନେ ଏହି ଭିଡିଓକୁ ସମ୍ପ୍ରତି ଯୁଧ୍ୟ ସହିତ ଯୋଡ଼ି ସେୟାର କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି […]
Continue Reading