ପ୍ରଧାନମନ୍ତ୍ରୀ  ମୋଦୀଙ୍କ ରେଲିରେ ଲୋକଙ୍କ ବିଶାଳ ଭିଡ଼ର ଫୋଟୋ ନକଲି ଅଟେ। 

୨୦୨୪ ଲୋକସଭା ନିର୍ବାଚନ ଚାଲୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ମୋଦୀଜି ଏକ ବିଶାଳ ଭିଡ଼ ସାମନା ରେ ବସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ମୋଦୀଙ୍କୁ ଏତେ ଲୋକଙ୍କ ସମର୍ଥନ ଅଛି। ବିରୋଧୀ ଦଳର ପରିହାସ କରି କୁହା ଯାଇଛି ଯେ ମୋଦୀ ଇଭିଏମ୍ ହ୍ୟାକ୍ କରି ଏଭଳି କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଭୁଷୁଡି ପଡିଥିବା ରାଜପଥର ଏହି ଭିଡିଓ ଓଡ଼ିଶାର ଅଟେ କି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରାଜପଥ ଭୁସୁଡି ପଡିଥିବା ଦେଖିବାକୁ ମିଳିଛି। ରାଜପଥ ଭୁସୁଡି ପଡିଥିବା କାରଣରୁ କିଛି ଗାଡି ସେଠାରେ ଅଟକି ରହିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ଓଡ଼ିଶାର ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିମାଚଳ ପ୍ରଦେଶ ରାଜ୍ୟରେ ଶିମ୍ଳା-କାଲକା ରାଜପଥର ଦୃଶ୍ୟ ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି […]

Continue Reading

ଜାପାନର ଅଟାମି ସହରର ଭୂସ୍ଖଳନ ଭିଡିଓକୁ ହିମାଚଳ ପ୍ରଦେଶ ଦାବିରେ ଭାଇରାଲ ହେଉଛି।

ହିମାଚଳପ୍ରଦେଶରେ ପାହାଡ଼ରୁ ପଥର ଖସିବା କିମ୍ବା ବର୍ଷା ପାଇଁ ରାସ୍ତା ଭୁସୁଡ଼ିଥିବାର ଅନେକ ଖବର ପ୍ରକଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଘର ପାଣି ସହ ଭାସିଯାଉଥିବାର ଦେଖଆଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂସ୍ଖଳନ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Manu Chaudhary ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading