କ’ଣ ଭିଡିଓରେ ଗୋଟିଏ ବିଲ୍ଦିଙ୍ଗ ଏବଂ ଦୁଇଟି ହେଲିକପ୍ଟର ଉପରେ ଆକ୍ରମଣ ହେଉଥିବା ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁ ଥିବା ଇସ୍ରାଏଲ୍-ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
ପାଲେଷ୍ଟାଇନ୍ ଦେଶର ଆତଙ୍କବାଦୀ ସଂଗଠନ ହମାସ୍ କିଛି ଦିନ ପୂର୍ବରୁ ଦକ୍ଷିଣ ଇସ୍ରାଏଲ୍ ରେ ଆକ୍ରମଣ କରି ଅନେକ ବାସିନ୍ଦା ଏବଂ ସୈନ୍ୟ ଯବାନଙ୍କ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, ସେମାନେ ଇସ୍ରାଏଲର ମହିଳାଙ୍କ ଅପହରଣ କରି ତାଙ୍କୁ ଉଲଗ୍ନ କରି ନିର୍ଯାତନା ମଧ୍ୟ କରିଛନ୍ତି। ହମାସ୍ କିଛି ସମୟ ମଧ୍ୟରେ ଇସ୍ରାଏଲ୍ ଉପରେ ୫୦୦୦ ରୁ ଅଧିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ୍ ଗାଯା ଉପରେ ଆକରଣ କରିଛି। ଏହି ପ୍ରସଙ୍ଗରେ ସୋସିଆଲ […]
Continue Reading