କ’ଣ ହଳଦୀ ରଙ୍ଗର ଶାଢି ପିନ୍ଧିଥିବା ଏହି ମହିଳା ଅଯୋଧ୍ୟା ରାମ ମନ୍ଦିରକୁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
ହଳଦୀ ରଙ୍ଗ ଶାଢୀ ପିନ୍ଧି ବସିଥିବା ଜଣେ ମହିଳାଙ୍କ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହା ଯାଉଛି ଯେ ଏହି ମହିଳାଙ୍କ ନାମ ଯଶୋଦା ଅଟେ ଏବଂ ସେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହି ମହିଳା ରାମ ମନ୍ଦିର ନିର୍ମାଣ ପାଇଁ ନୁହେଁ ବରଂ ବୃନ୍ଦାବନର ଗୋଶାଳା ନିର୍ମାଣ ପାଇଁ ୫୦ ଲକ୍ଷ […]
Continue Reading