କ’ଣ ଅମୁଲ କମ୍ପାନୀ ନିଜ ୭୫ ତମ ବାର୍ଷିକୀ ଖୁସିରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଅମୁଲ କମ୍ପାନୀର ୭୫ ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଏକ ଲିଙ୍କର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆସିଲା। ସେହ ଲିଙ୍କରେ କ୍ଲିକ୍ କରିଲା ପରେ ଏକ ସାଇଟ ଖୋଲିଲା ଯେଉଁଥିରେ ଲେଖା ଯାଇଛି ଯେ ଅମୁଲ କମ୍ପାନୀର ୭୫ ତମ ବାରିସିକି ଉତ୍ସବ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି। ଏହି ଲିଙ୍କ୍ ରେ କ୍ଲିକ୍ କରିଲା […]

Continue Reading