କ’ଣ କହିଛନ୍ତି ଐଶ୍ବର୍ୟା ରାଏ ସଲ୍ମାନ ଖାନ ବିଷୟରେ? କ’ଣ #ମୀ ଠୁ ପ୍ରଚାରରେ ଐଶ୍ବର୍ୟା ରାଏ କରିଛନ୍ତି ସଲ୍ମାନ ଏବଂ ତାଙ୍କ ସମ୍ବନ୍ଧ ବିଷୟରେ ଚର୍ଚ୍ଚା? କ’ଣ ଏହି କାହାଣୀର ସତ୍ୟତା? ଜାଣନ୍ତୁ।

ଫେସ୍‌ବୁକର ଓଡ଼ିଆ ଅନାବନା ପେଜରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ୟା ରାଏ ସଲ୍ମାନ ଓ ନିଜ ସମ୍ବନ୍ଧ କୁ ନେଇ #ମୀ ଠୁ ରେ ସବୁ କିଛି କହିଅଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଐଶ୍ବର୍ୟା ରାଏ ନିଜ ଟୁଇଟର ରେ ଏହା ଟୁଇଟ କରିଅଛନ୍ତି ଯେ ତାଙ୍କୁ ଅପବ୍ୟବହାର, ମାରପିଟ ଏବଂ ଧମକ ଦେଉଥିଲେ ସଲ୍ମାନ। ସେ ସଲ୍ମାନଙ୍କ ନାମ ନ […]

Continue Reading