କ’ଣ କିସ ଡେରେ ଜେ.ଏନ.ୟୁ ଛାତ୍ରମାନେ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ?
16 ନଭେମ୍ବରରେ ଜେ.ଏନ.ୟୁର ଛାତ୍ରଛାତ୍ରୀ ପରସ୍ପରକୁ ଚୁମ୍ବନ କରୁଥିବାର ଦାବିରେ ଦୁଇଟି ଫୋଟୋ ଫେସବୁକରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ସ୍ଥିତ ଜେ.ଏନ.ୟୁ ଛାତ୍ରଛାତ୍ରୀମାନେ କିସ ଡେ ପାଳନ କରାଯାଇଥିଲେ ଏବଂ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ। ଏହି ପୋଷ୍ଟଟି डॉ रामगोपाल वार्णोय ନାମକ ଜଣେ ଫେସବୁକ ୟୁଜର ସେୟାର କରିଛନ୍ତି। ପୋଷ୍ଟରେ ଦୁଇଟି ଫୋଟୋ ଅଛି। ଯେଉଁଥିରେ ପୁଅ ଝିଅ ପରସ୍ପରକୁ କିସ କରୁଥିବାର ଦେଖା ଯାଉଛି। କେବଳ […]
Continue Reading