କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?
ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି। 18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ […]
Continue Reading