କ’ଣ ସିଏଏ ବିରୋଦ୍ଧ କରୁଥିବା ଏହି ଝିଅ ଜଣେ ମୁସ୍ଲିମ ଝିଅ? ଜାଣନ୍ତୁ ସତ?

ବର୍ତମାନ ଦେଶ ସାରା ସିଏବି ବିରୁଦ୍ଧରେ ବିଦ୍ରୋହ ଚାଲି ଅଛି। ଏପରି ଗୋଟିଏ ଘଟଣା ବର୍ତମାନ ସୋସିଆଲ ମିଡିଆରେ ଏହା ଦାବି କରି ଭାଇରାଲ କରା ଯାଉଅଛି ଯେ ସ୍ଵାତି ନାମର ମହିଳା ପ୍ରକୃତରରେ ଜଣେ ମୁସ୍ଲିମ ମହିଳା ଊ ତାଙ୍କ ନାମ ସହିବା ଖାନ।    ୨୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଅଛନ୍ତି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ସିଏବି […]

Continue Reading

ଭାଇରାଲ ଫୋଟୋରେ ଥିବା ପୋଲିସ RSSର ବ୍ୟକ୍ତି ନୁହନ୍ତି।

25 ଡିସେମ୍ବରରେ Sanjeev Sharma Sanjeev Sharma ନାମକ ଜଣେ ଫେସବୁକ ୟୁଜର ଏକ ପୋଷ୍ଟ ସେୟାର କରିଛନ୍ତି ।  ପୋଷ୍ଟରେ କିଛି ଫୋଟୋ ଏବଂ ଏକ ଭିଡିଓ ସେୟାର କରି ଲେଖା ଯାଇଛି ଯେ. ଏହି ନକଲି ଆରଏସଏସ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ।  ସର୍ବମୋଟରେ ସୋୟାର କରାଯାଇଥିବା ପୋଷ୍ଟରେ ଥିବା ପୋଲିସକୁ RSS ବ୍ୟକ୍ତି ବୋଲି ଦାବି କରାଯାଇଛି। ପୋଷ୍ଟରେଥିବା ବ୍ୟକ୍ତି ଏକ ବୋଲି ଦାବି କରାଯାଉଛି। ପୋଷ୍ଟରେ ଏକ ଭିଡିଓ […]

Continue Reading

କ’ଣ ୨୦୧୮ ମସିହାରୁ ପାକିସ୍ତାନରେ ହିନ୍ଦୁ ପର୍ବରେ ଛୁଟି ମିଳିବା ବନ୍ଦ ହେଇ ଯାଇଛି?

ଛୁଟି କାହାକୁ ଭଲ ନ ଲାଗେ। ବିଭିନ୍ନ ପର୍ବ-ପର୍ବାଣିକୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି। କିନ୍ତୁ ଯେବେ ଛୁଟି ମିଳେ ନାହିଁ ତେବେ ବହୁତ ଦୁଖ ଲାଗେ। ଯେତେବେଳେ ଅନ୍ୟ ଦେଶରେ ରହୁ ଥିବା ଆମ ଦେଶ ଲୋକଙ୍କୁ ଛୁଟି ମିଳେ ନାହିଁ ତେବେ ଅସହାଏ ଅନୁଭବ ହୁଏ। ୨୬ ଡିସେମ୍ବରରେ ଫେସବୁକର ବିଜେବି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୯୫୩ ମସିହାରେ ପାକିସ୍ତାନ ରେ ହିନ୍ଦୁ ପର୍ବରେ ଛୁଟି […]

Continue Reading

କ’ଣ ଭାଇରାଲ ଭିଡିଓରେ ଏକ ମୁସ୍ଲିମ ବ୍ୟକ୍ତି ସିଖ ବନି ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଗିରଫ କରିଥିଲା? ଜାଣନ୍ତୁ ସତ୍ୟ।

28 ଡିସେମ୍ବରରେ Asok rout ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଭଗୱା ନାମକ ବ୍ୟକ୍ତିକର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଏବଂ ଦାବି କରାଯାଇଛି ଯେ, ସିଖ ଧର୍ମକୁ ବଦନାମ କରିବା ପାଇଁ ମୁସ୍ଲିମ ବ୍ୟକ୍ତି ସିଖ ବନିକି ଆସିଥିଲା। ଭଲ ହେଲା ପୋଲିସ ହାତରେ ଧରା ପଡ଼ିଗଲା ନଚେତ୍ ରବିସ କୁମାର(ସାମ୍ବାଦିକ) ଭଳି ଲୋକ ସିଖ ବିରୋଧି କୁହନ୍ତେ। 14 ସେକେଣ୍ଡର ଏହି ଭାଇରାଲ ଭିଡିଓରେ ପୋଲିସ […]

Continue Reading

କ’ଣ ଉତ୍ତର ପ୍ରଦେଶର କାନପୁର ସହର ଜଣେ ମହିଳା କଂଷ୍ଟେବଲ ଗୋଟିଏ କଏଦୀ ସହିତ କରିଲେ ବିବାହ? ଜାଣନ୍ତୁ ସତ।

କହନ୍ତି କି ଯେତେବେଳେ ଲୋକଙ୍କୁ ପ୍ରେମ ହୋଇଯାଏ ତାଙ୍କୁ ଦୁନିୟାର କୌଣସି ଖାତିର ନଥାଏ। ପ୍ରେମ ବିବାହ ମଧ୍ୟ ଆଜି କାଲି ବହୁତ ସାଧାରଣ କଥା ହେଇ ଗଲାଣି। ଏମିତି ଗୋଟିଏ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ଏପ୍ରିଲରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଉତ୍ତର ପ୍ରଦେଶର କାନପୁର ସହର ରେ ଜଣେ ପୋଲିସ ଓ କଏଦୀ ମଧ୍ୟରେ ପ୍ରେମ ହୋଇଯାଇଥିଲା […]

Continue Reading

ପୋଲିସ ଆଘାତ ହେବା ଏହି ଭାଇରାଲ ଫୋଟୋ କ’ଣ CAA ବିରୋଧ ପ୍ରଦର୍ଶନର ଅଟେ?

ଦେଶ ସାରା CAA ବିରୋଧ ପ୍ରଦର୍ଶନରେ କେବେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଚ କରିବାରେ ଲାଗିଛିତ କେବେ ଲୋକମାନେ ପୋଲିସକୁ ପଥର ମାରି ମୁଣ୍ଡ ଫଟାଇବାର ଖବର ସାମ୍ନାକୁ ଆସୁଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରାଯାଇଉଛି ଯେ, ପ୍ରଦର୍ଶନକାରିମାନେ ପୋଲିସକୁ ପଥର ମାରି ଆହତ କରିଛନ୍ତି।  ସେୟାର କରାଯାଉଥିବା ଫୋଟୋ ମଧ୍ୟରେ ଏକ ଫୋଟୋ ଅଧିକରୁ ଅଧିକ ସେୟାର ହେଉଥିବାର ଦେଖା ଯାଉଛି। 20 ଡିସେମ୍ବରରେ […]

Continue Reading

BCC ହିନ୍ଦି ନାମରେ ଏକ ମିଥ୍ୟା ଟ୍ୱିଟ ସୋସିଆଲ ମିଡିଆରେ ହେଉଛି ଭାଇରାଲ।

22 ଡିସେମ୍ବରରେ Subhasis Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ BBC hindi  NEWS ନ୍ୟୁଜର ଏକ ଟ୍ୱିଟ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟରେ ଲେଖା ଯାଇଛି ଯେ, ଲଖନଉରେ  CAA  ବିରୋଧରେ ହେଉଥିବା ପ୍ରଦର୍ଶନରେ ଏକ ପ୍ରଦର୍ଶନକାରି NDTV ର ଭ୍ୟାନରେ ନିଆଁ ଲଗାଇ ଜାଳି ଦେବାର ଦାବି କରାଯାଇଛି। ଭାଇରାଲ ଟ୍ୱିଟରେ ଏହା ମଧ୍ୟ ଲେଖା ଯାଇଛି ଯେ, ଭ୍ୟାନର ଡ୍ରାଇଭର   ପ୍ରଦର୍ଶନକାରିଙ୍କୁ ରୋକିବା ସହିତ ଭ୍ୟାନଟି NDTV ନ୍ୟୁଜର […]

Continue Reading

କ’ଣ କଂଗ୍ରେସ ବରିଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା ସିଏବି କୁ ନିଜ ସମର୍ଥନ ଦେଇଛନ୍ତି? ପ୍ରକୃତରରେ କ’ଣ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିୟା? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନ କୁ ନେଇ ଅନେକ ଲୋକ ଅନେକ ପ୍ରକାର ର ପ୍ରତିକ୍ରିୟା ଦେଇଛନ୍ତି। କେତେ ଏହାର ସମର୍ଥନ କରିଛନ୍ତି ତ କେତେ ଏହାର ବିରୂଧ କରିଛନ୍ତି। ଆଶ୍ଚର୍ଯ୍ୟ ତେବେ ହେଲା ଯେବେ ବିପକ୍ଷ ରାଜନୀତି ଦଳ କଂଗ୍ରେସର ଜଣେ ନେତା ଏହି ନାଗରିକତା ସଂଶୋଧନ ଆଇନକୁ ନିଜ ସମର୍ଥନ ଦେଇଛନ୍ତି। ୧୧ ଡିସେମ୍ବର ସ୍ବରାଜ୍ୟମେଗ ସାଇଟରେ ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା […]

Continue Reading

କେଉଁ କାରଣ ପାଇଁ ଚାଷୀ ଗାଈ ପେଟରେ କଣା କରିଥାନ୍ତି? କ’ଣ ଏହି ଘଟଣା ଆମେରିକାରେ ହେଉ ଥିବା ମିଳିଛି? ଜାଣନ୍ତୁ ସତ।

ସାଧାରଣତଃ ସବୁ ଦେଶରେ ଲୋକ ଗାଈ ପାଳି ଥାନ୍ତି, କାରଣ ଏମାନଙ୍କଠାରୁ କ୍ଷିର, ଦହି, ଓ ଘିଅ ଇତ୍ୟାଦି ମିଳିଥାଏ। ସେଥିପାଇଁ ଗାଈକୁ ଭଲ ଖାଇବାକୁ ଦେବା ମଧ୍ୟ ବହୁତ ଜରୁରୀ ହେଇଥାଏ। ଗାଈର ମହତ୍ଵ ଆଜି କାଲି ସମୟରେ ବହୁତ ଅଟେ।  23 ଡିସେମ୍ବରରେ କେ ନ୍ୟୁଜ ଓଡ଼ିଶା ସାଇଟରେ ଗୋଟିଏ ଅନୁଛେଦ ପୋଷ୍ଟ କରା ଯାଇଅଛି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ ଆମେରିକାରେ ସର୍ଜେରୀ ମାଧ୍ୟମରେ ଗାଈ ପେଟରେ ଏକ […]

Continue Reading

କ’ଣ ସତରେ ଏପରି ଗୋଟିଏ ଜିବ ଜନ୍ମ ନେଇଅଛି ଯାହାର ମୂହ ମଣିଷ ପରି ଆଉ ଦେହ ବିଲେଇ ପରି? କ’ଣ ମଣିଷ ଚେହେରା ନେଇ ଜନ୍ମ ନେଲା ବିଲେଇ? ଜାଣନ୍ତୁ ସତ।

କିଛି ଦିନ ହବ ସୋସିଆଲ ମିଡିଆରେ ମଣିଷ ମୁହ ଥିବା ବିଲେଇ ଫୋଟୋ ଭାଇରାଲ ହୋଇଚାଲିଛି। ଏହି ଫୋଟୋ ଦେଖିବା ପରେ ଲୋକ ମାନଙ୍କ ହୋସ ଉଡିଯାଉଛି। ୨୩ ଡିସେମ୍ବରରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ମାଲେସିୟାରେ ଏପରି ଗୋଟିଏ ବିଲେଇ ଜନ୍ମ ନେଇଛି ଜାହାର ଗୋଟିଏ ମଣିଷ ଚେହେରା ଅଛି। ଏହି ବିଷୟ ନେଇ ଦେଶ ବିଦେଶରେ ଖୁବ ଆଲୋଚନା ଚାଲିଛି।  Odia […]

Continue Reading

କ’ଣ କେନ୍ଦ୍ର ସରକାର ଓ ଅମିତ ଶାହଙ୍କ ଦ୍ଵାରା ନାଗରିକତା ସଂଶୋଧନ ଆଇନ କୁ ସମର୍ଥନ ଦେଇଛି ୟୁନାଇଟେଡ଼ ନେଶନ?

ବର୍ତମାନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ହଙ୍ଗାମା ଚାଲିଛି। ଏହି ଆଇନକୁ ନେଇ ଦେଶ ହିଂସାର ନିୟାରେ ଜଳୁଅଛି।  ୨୩ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ଖବର ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଯେଉଁ ଉଦ୍ଦେଶ୍ୟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ କରିଛନ୍ତି, ସେଥିରେ ବର୍ତମାନ ୟୁନାଇଟେଡ଼ ନେଶନ ମଧ୍ୟ ନିଜର ମଞ୍ଜୁରୀ ଦେଇ ସାରିଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା […]

Continue Reading

କ’ଣ ପୋଲିସ କର୍ମି ମଧ୍ୟ CAA ଏବଂ NRC ବିରୋଧରେ କଲେ ପ୍ରଦର୍ଶନ?

ଦେଶ ସାରା ଲୋକ CAA ଏବଂ NRC ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରଦର୍ଶନରେ କଲେଜ ଛାତ୍ରଛାତ୍ରା ଠାରୁ ଆରମ୍ବକରି ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଲୋକ ଭିଡିଓ ଏବଂ ଫୋଟୋ ପୋଷ୍ଟ କରି ଗୁଜବ ଭାଇରାଲ କରୁଥିବାର ମଧ୍ୟ ଦେଖା ଯାଇଛି। ତେବେ 21 ଡିସେମ୍ବରରେ ଭୀମ ଆର୍ମି ଓଡ଼ିଶା ନାମକ ଜଣେ ଫେସବୁକ ୟୁଜର ନିଜ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ପୋଲିସ ମଧ୍ୟ CAA […]

Continue Reading

ପରିଣିତି ଚୋପ୍ରା ଏବଂ ସୁସାନ୍ତ ସିଂହକୁ ନେଇ ଭାଇଲାର ହେଉଥିବା ଗୁଜବ ମିଥ୍ୟା ଅଟେ।

21 ଡିସେମ୍ବରରେ Debes Das ନାମକ ଜଣେ ଓଡ଼ିଆ ଫେସବୁକ ୟୁଜର ନିଜ ଆକାଣ୍ଟରେ ପରିଣିତି ଚୋପ୍ରା ଏବଂ ସାବଧାନ ଇଣ୍ଡିଆର ହୋଷ୍ଟ ସୁସାନ୍ତ ସିଂହଙ୍କର ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହି ଦୁଇ କଳାକାର CAA ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ୟାଙ୍କୁ ନିଜ ନିଜ କାମକୁ କାଢ଼ି ଦିଆ ଯାଇଛି। ପରିଣିତି ଚୋପ୍ରାକୁ ବେଟି ବଚାଓ ବେଟି ପଢ଼ାଓ କ୍ୟାମ୍ପେନ ଆମ୍ବାସଡରରୁ କାଢ଼ି ଦିଆ ଯାଇଛି। ସେହି ପରି ସୁସାନ୍ତ […]

Continue Reading

କ’ଣ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କରା ଯାଇଥିବା ଅପିଲକୁ ସୁପ୍ରୀମ କୋର୍ଟ ଖାରଜ କରିଛି? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିଦ୍ରୋହ ଚାଲିଛି। ସେହି ସମୟରେ ଅନେକ ଲୋକ ଏହି ଆଇନକୁ ସ୍ଵୀକାର ମଧ୍ୟ କରିଛନ୍ତି। ଏହି ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଇଅଛି। କିଛି ଦିନ ପୂର୍ବରୁ ଏହି ଆଇନ କୁ ନେଇ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଇଛି।  ୧୮ ଡିସେମ୍ବରରେ ଫେସବୁକର ବିଜେପି ନାମୋ ଓଡିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା […]

Continue Reading

ଭାଇରାଲ ହେଉଥିବା ଏହି “ 8570885704” ହ୍ୱାଟ୍ସଅପ ନମ୍ବର ପଛର ସତ୍ୟତା ଜାଣନ୍ତୁ।

26 ନଭେମ୍ବରରେ ବିଜିପି ଚାନ୍ଦପୁର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରିଙ୍କ ଫୋଟୋ ଏହି ହ୍ୱାଟ୍ସଅପ ନମ୍ବର 8570885704ରେ ପଠାଇଲେ 1000 ଟଙ୍କା ପୁରଷ୍କାର ମିଳିବ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5ଥର ସେୟାର କରାଯାଇଥିଲା। ତେବେ ପୋଷ୍ଟରେ ଦିଆ ଯାଇଥିବା ନମ୍ବରରେ  ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ପୋଲିସର ଫୋଟୋ ପଠାଇଲେ କ’ଣ ସତରେ 1000 ଟଙ୍କା ପୁରଷ୍କାର ମିଲିବ?  ଏଠାରେ […]

Continue Reading

ଜାଣନ୍ତୁ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା କ’ଣ ।

ଦେଶସାରା CAA ଏବଂ  NRC ବିରୋଦ୍ଧରେ  ଆନ୍ଧୋଳନ ତିବ୍ର ହୋଇ ଚାଲିଛି। ଏହ ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଫୋଟୋ , ଭିଡିଓ ଅଲଗା ଅଲଗା ଦାବି ପୋଷ୍ଟ କରାଯାଉଛି। ସେହିପରି 19 ଡିସେମ୍ବରରେ ଟ୍ୱିଟରରେ ଏକ ପୋଷ୍ଟ ପାଇଲୁ। scar ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ହିନ୍ଦୁ ଧର୍ମକୁ ନେଇ HINDU *****  ଭଳି ଅଶ୍ଲିଳ ଶବ୍ଦର ବ୍ୟବହାର କରିଛନ୍ତି। ଫୋଟୋରେ ଏକ ଯୁବକ ଏକ […]

Continue Reading

ଭାଇରାଲ ଫୋଟୋରେ ସାଧାରଣ ପୋଷାକରେ ଥିବା ବ୍ୟକ୍ତି RSS କିମ୍ବା BJPର ଗୁଣ୍ଡା ନୁହଁନ୍ତି ବରଂ ଦିଲ୍ଲି ପୋଲିସ ଅଟନ୍ତି ।

ଦେଶରେ ନାଗରିକତା ଆଇନ ଅର୍ଥାତ CAB  ବିରୁଦ୍ଧରେ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲିରେ ମଧ୍ୟ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଆଇନର ବିରୋଦ୍ଧରେ ଲଗାତାର ପ୍ରଦର୍ଶନ କରୁଛନ୍ତି। ଏହି ବିରୋଦ୍ଧ ପ୍ରଦର୍ଶନରେ ପୁଲିସ ଦ୍ୱାରା ଛାତ୍ରଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ପରେ ପୁରା ଦେଶ ଦିଲ୍ଲି ପୋଲିସକୁ ନେଇ ଚିନ୍ତା ଧାରା ବଦଳିବାରେ ଲାଗିଛି। ଏଥି ମଧ୍ୟରେ 17 ଡିସେମ୍ବରରେ Debendar Acharya ନାମକ ଜଣେ ଓଡ଼ିଆ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ […]

Continue Reading

କ’ଣ ପୋଲିସ ଏହି ବୁର୍ଖା ପିନ୍ଦା ମହିଳାକୁ ଜାମିଆ ପ୍ରଦର୍ଶନ ସମୟରେ ଗିରଫ କରିଛି? ଜାଣନ୍ତୁ ସତ୍ୟ।

17 ଡିସେମ୍ବରରେ ଓଡ଼ିଶାର Rakesh Roshan Pal ନାମକ ଜଣେ ଫେସବୁକ ୟୁଜର Rahul kumar Barnwal ନାମକ ଜଣେ ଫେସବୁକ ୟୁଜରର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଦେଖାଇ  ଦାବି କରାଯାଇଛି ଯେ, ଜାମିଆ ମିଲିଆର ଏକ ପ୍ରଦର୍ଶନକାରି ମହିଳାକୁ ନିଆଁ ଲଗାଇବା ଏବଂ ପଥରମାରୁଥିବବା ସମୟରେ ପୋଲିସ ଗିରଫ କରିଛି ଏବଂ ଜାଞ୍ଚ କରୁଛି। ପୋଷ୍ଟରେ 4ଟି ଫୋଟୋ ଦିଆ ଯାଇଛି ଏବଂ ଦାବି କରାଯାଇଛି ଯେ, ସବୁ ଫୋଟୋରେ […]

Continue Reading

କ’ଣ ପାକିସ୍ତାନରେ ହିନ୍ଦୁ ମହିଳାକୁ ଓକିଲ ଏବଂ ପୋଲିସ ପିଟି ଥିଲେ ?

Chitta Ranjan ransingh ନାମକ ଜଣେ ଫେସବୁକ ୟୁଜର 15 ଡିସେମ୍ବରେ ନିଜ ଆକାଉଣ୍ଟରେ Pushpendrra kulshretha ନାମକ ୟୁଜରର ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଏକ ଭିଡିଓରେ କିଛି ପୋଲିସ ଏବଂ ଓକିଲ ଏକ ଝିଅକୁ ପିଟୁଥିବାର ଦେଖା ଯାଉଛି। ସେୟାର ପୋଷ୍ଟରେ ଦାବି କରାଯାଇଛି ଯେ,ଭିଡିଓରେ ମାଡ଼ ଖାଉଥିବା ଝିଅ ହିନ୍ଦୁ ଅଟେ ଏବଂ ପାକିସ୍ତାନରେ  ହିନ୍ଦୁ ଝିଅମାନଙ୍କ ସହିତ ଏପରି ବ୍ୟବହାର କରାଯାଏ।  ପାକିସ୍ତାନରେ ହିନ୍ଦୁ ସାମ୍ପ୍ରଦାୟର ଝିଅମାନଙ୍କ ସହ ଦୁର୍ବ୍ୟବହାର […]

Continue Reading

CAA ପ୍ରଦର୍ଶନ ସମୟରେ ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ସାକିରର ମୃତ୍ୟୁ ହୋଇ ନାହିଁ।

ସୋସିଆଲ ମଡ଼ିଆରେ  ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର (Shakir) ସାକିର ନାମକ  ଜଣେ ଛାତ୍ରର ସିଟିଜନସିପ ଆମେଣ୍ଡମେଣ୍ଟ ଆକ୍ଟ(CAA) ବିରୁଦ୍ଧରେ ପ୍ରଦର୍ଶନ କରିବା ସମୟରେ ମୃତ୍ୟୁ ହେବାର ଦାବି କରାଯାଉଛି। ଏହି ଫୋଟୋକୁ 17 ଡିସେମ୍ବରରେ ଆମେ ଓଡ଼ିଶା ୱାଟ୍ସଅପ ଗୃପ ଏବଂ ସ୍ଟାଟସ୍ ରେ ପାଇଲୁ। ୱାଟ୍ସଅପ ସ୍ଟାଟସ୍ ରେ ଇଂରାଜୀରେ ଲେଖା ଯାଇଥିଲା ଯେ, Shakir(kota,rajasthan) student of jamia is on more due to dheli police violent attack on […]

Continue Reading

କ’ଣ ସ୍ଵିଡେନ ଦେଶର ଯୁବତି ମାନେ ନିଜ ଅଣ୍ଡରୱେଅର ଭିତରେ ରଖି ଥାନ୍ତି ଚାମୁଚ? କ’ଣ ଜୌନାଙ୍ଗ ଛେଦନରୁ ରକ୍ଷା ପାଇବା ପାଇଁ ଏହି ଉପାଏତି ବାହାର କରା ଯାଇଅଛି? ଜାଣନ୍ତୁ ସତ।

ବର୍ତମାନ ସମୟର ନାରୀ କେଉଁ ଠାରେ ସୁରକ୍ଷିତ ନୁହେଁ। ସାଇଟା ଭାରତ ହେଉ ବା ଅନ୍ୟ କେଉଁ ଦେଶ ହେଉ। ପ୍ରତିଦିନ ନାରିଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ଖବର ସୁଣିବାକୁ ମିଳି ଥାଏ। ଏହି କାରଣ ପାଇଁ ଅନେକ ଉପାଏ ମଧ୍ୟ ନିଯା ଯାଇ ଥାଏ।    ୧୨ ଡିସେମ୍ବରକୁ ଓଡ଼ିଆ ସ୍କ୍ରାପ୍ସର ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ସ୍ଵୀଡେନ ଦେଶରେ ଯୁବତି ମାନଙ୍କୁ ତାଙ୍କ ସହମତି […]

Continue Reading

ସତରେ କ’ଣ ବନ୍ଦ ହୋଇଯିବ 2 ହଜାର ଟଙ୍କିଆ ନୋଟ୍?

8 ଡିସେମ୍ବରରେ odisha shakti tv ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟକରି 2000 ଟଙ୍କା ବନ୍ଦ ହୋଇଯିବାର ଦାବି କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, “ଏବେ ଏବେ ଆସିଲା ବଡ଼ ଖବର 2 ହଜାର ଟଙ୍କା ବନ୍ଦ ହବ, ସରକାର କଲେ ଘୋଷଣା”। ଏହା ସହିତ ଭିଡିଓରେ କୁହାଯାଇଛି ଯେ, ସରକାର ଅଜାଣତରେ କୌଣସି ଦିନ 2000 ଟଙ୍କା ବନ୍ଦ କରିଦେବେ। ଯେପରି ପୁରୁଣା 1000 ଏବଂ 500 ଟଙ୍କାକୁ ରାତା ରାତି ବନ୍ଦ […]

Continue Reading

କ’ଣ ଓକିଲମାନେ ଆଉ ଦେବେନି ଟୋଲ ଗେଟ ଫିସ୍? ଜାଣନ୍ତୁ ସତ୍ୟ।

12 ଡିସେମ୍ବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଓକିଲମାନଙ୍କୁ ଆଉ ଟୋଲ ଗେଟ ପାଉଣା ଦେବାକୁ ପଡ଼ିବ ନାହିଁ ବୋଲି ଦାବି କରିଛନ୍ତି।  ମନୋଜ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,କୌଣସି ଓକିଲଙ୍କୁ ଦେବାକୁ ପଡ଼ିବନି ଟୋଲ ଦେୟ। ଦେଶର ସବୁ ରାଜ୍ୟରେ ଥିବା ଓକିଲଙ୍କୁ ଦେବାକୁ ପଡ଼ିବନି ଫି। ଓକିଲ ପରିଚୟପତ୍ର ଦେଖାଇଲେ ଛାଡ଼ ହେବ ଟୋଲ ଫି। ଏହା ସହିତ ପୋଷ୍ଟରେ National Lawyers Guildର ଏକ ଲୋଗୋ […]

Continue Reading

କ’ଣ ଇସରୋ ଦ୍ଵାରା ଲଞ୍ଚ କରା ଯାଇ ଥିବା ପି.ଏସ.ଏଲ.ଭି – ସି୪୮ ରକେଟ ଏବେ ଶତ୍ରୁ ଉପରେ ନଜର ରଖିବ? କ’ନେହି କାରଣ ପାଇଁ ଇସରୋ ରକେଟ ଛାଡିଅଛି? ଜାଣନ୍ତୁ ସତ।

ଭାରତ ଅନ୍ତରିକ୍ଷକୁ ଅନେକ ସେଟେଲାଇଟ ଛାଡ଼ି ସାରିଛି ଓ ଏବେ ମଧ୍ୟ ଚଡ଼ୁଛି। ୧୧ ଡିସେମ୍ବର ୨୦୧୯ ରେ ଇସରୋ ଦ୍ଵାରା ଶ୍ରୀହରିକୋଟରୁ ଇସରୋ ପିଏସେଲ୍ଭି-ସି୪୮ ରକେଟ ଛାଡି ଅଛି।  ୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର “ବିଜେପି ନାମୋ ଓଡ଼ିଶା” ପେଜରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଇସରୋ ଦ୍ଵାବା ଲଞ୍ଚ କରା ଯାଇ ଥିବା ପିଏସେଲ୍ଭି-ସି୪୮ ରକେଟ ପଡ଼ୁଥିବା ଚାରି ଆଡେ ବୁଲି ଭାରତ […]

Continue Reading

ନିଖୋଜ ଦାବିରେ ଭାଇରାଲ ହେଉଥିବା ଏହି କୁନି ଝିଅର 2016 ମସିହାର ଅଟେ।

ସୋସିଆଲ ମିଡିଆରେ ଉପରୋକ୍ତ ଫୋଟୋ ଅଧିକରୁ ଅଧିକ ସେୟାର ହେଉଛି। 7 ଅଗଷ୍ଟରେ Hemanta kumar das  ନାମକ ଜଣେ ଫେସବୁକ ୟୁଜର Bivaah.com ଏକ ପୋଷ୍ଟକୁ ସେୟାର କରିଛନ୍ତି। ସୋୟାର କରାଯାଇଥିବା ପୋଷ୍ଟରେ ଏକ ମହିଳା ପୁଲିସ କୁନି ଝିଅକୁ ଧରି ଠିଆ ହୋଇଛନ୍ତି ଏବଂ କୁନି ଝିଅଟି କାନ୍ଦୁଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପିଲାଟି ତା ବାପା ମା ପାଖେ ନ ପହିଁଚିବା ଯାଏଁ ପୋଷ୍ଟକୁ ସେୟାର କରିବାକୁ କୁହାଯାଉଛି। ଆମ […]

Continue Reading

କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?

ବର୍ତମାନ ସମୟରେ ଅନେକ ରାଜ୍ୟରେ ମଦ ବ୍ୟବସାଏ ବନ୍ଦ କରିବା ପାଇଁ ଧାରଣା ଚାଲିଅଛି। ଓଡ଼ିଶାରେ ମଧ୍ୟ ମଦ ବ୍ୟବସାଏକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ସହରରୁ ଲୋକେ ଓ ଅନେକ ରାଜନୀତି ଦଳ ବର୍ତମାନ ସରକାର ଉପରେ ଜୋର ପକାଉଛନ୍ତି। ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ଅନେକ ରୂପରେ ଭାଇରାଲ ହେଉଅଛି।  ଗତ କାଲୀ 10 ଡିସେମ୍ବର 2019 ରେ ଜଣେ ଫେସବୁକ ୟୁଜର “ଆଇ ହେଟ ନବୀନ ପଟନାୟକ – […]

Continue Reading

କ’ଣ ସତରେ କାର ଭିତରୁ ରାତା ରାତି ବାହାରି ଆସିଲା ଗଛ? ଜାଣନ୍ତୁ ସତ।

9 ଡିସେମ୍ବରରେ ଓଡ଼ିଶା K NEWSର ଏକ ନ୍ୟୁଜ ପୋଷ୍ଟରେ କାର୍ ଭିତରୁ ରାତାରାତି ଗଛ ବାହାରିବାର ଦାବି କରାଯାଇଛି। ପୋଷ୍ଟରେ ଏକ ଫୋଟୋ ଦିୟା ଯାଇଛି ଯାହାକୁ ଦେଖିଲେ ଲାଗୁଛି ଯେ, ସତରେ କାରକୁ ଫଟାଇ କାର ମଝିରୁ ଏହି ବିଶାଳକାୟ ଗଛ ବାହାରିଛି। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଧଳା ରଙ୍ଗର ଏହି କାର ଭିତରୁ ଏକ ଗଛ ବାହାରି ଆସିଛି,ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟ ହୋଇଯାଉଛନ୍ତି। କାର ଆଖପାଖରେ ବହୁଲୋକ ଜମା […]

Continue Reading

କ’ଣ ଏବେ ଏ.ଟି.ଏମ ପିନ ଉଲଟା ମାରିଲେ ପଇସା ଲୁଟରୁ ବଞ୍ଚି ପାରିବେ? କ’ଣ ଏପରି କୌଣସି ଟେକ୍ନୋଲୋଜି ସତରେ ଅଛି? କେଉଁ ପରି ସ୍ଥିତିରେ ଏହାର ବ୍ୟବହାର କରି ହେବ? ଜାଣନ୍ତୁ।

ବର୍ତମାନ କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଖବର ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଯଦି କୌଣସି ଚୋର ଏଟିଏମ ରୁ ଟଙ୍କା ଉଠେଈ ଦେବା ପାଇଁ କୁହେ ତାହାଲେ ସେ ଚୋରା ସହିତ ଝଗଡା କରିବା ଦରକାର ନାହିଁ। ଏବେ ଏପରି ଗୋଟିଏ ଟେକ୍ନୋଲୋଜି ବାହାରି ସାରିଛି ଯାହାର ବ୍ୟବହାର କରି ଚୋର ଠାରୁ ବଞ୍ଚିବା ସମ୍ଭବ। ଏହି ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ଯଦି କେଉଁ […]

Continue Reading

ଭାଇରାଲ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଅଟେ?

1 ଡିସେମ୍ବରରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅର୍ଘସ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟ କରାଯାଇଥିବା ଭିଡିଓରେ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନକୁ ପୋଲିସ ମାଡ଼ ମାରୁଥିବାର ଦାବି କରାଯାଇଛି। ପୋଷ୍ଟ କରାଯାଇଥିବା ଭିଡିଓରେ କିଛି ପୋଲିସ କର୍ମ ଏକ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖା ଯାଉଛି। ଭିଡିଓରେ ପୁଲିସ କର୍ମିମାନଙ୍କର ମୁହଁ ଦେଖା ଯାଉନଥିବା ବେଳେ ଭିଡିଓରେ ମାଡ଼ ଖାଉଥିବା […]

Continue Reading

2015 ପୁରୁଣା ଫୋଟୋକୁ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧିଙ୍କ ଏନକାଉଣ୍ଟର ଫୋଟୋ ଭାବେ ଭାଇରାଲ ହେଉଛି।

ହାଇଦ୍ରାବାଦ ଗଣଦୁଷ୍କର୍ମର ଘଟଣାର ଅପରାଧୀ ମାନଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟ କଲାପରେ 4 ଅପରାଧିର ମୃତ୍ୟୁ ହୋଇଛି। ଏହାପରେ ଦେଶର ସବୁ ନ୍ୟୁଜ ଚ୍ୟାନେଲ୍ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏନକାଣ୍ଟରର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଅପରାଧିଙ୍କର ଶବ ତଳେ ପଡ଼ିଛି ଏବଂ କିଛି ପୋଲିସ ଆଖ ପାଖରେ ଛିଡ଼ା ହୋଇଛନ୍ତି।  ଏହି ଫୋଟୋକୁ ଓଡ଼ିଶାର OTV, ଓଡ଼ିଶା ରିପୋର୍ଟର, ommcom ଭଳି ନ୍ୟୁଜ ଚ୍ୟାନେଲ ହାଇଦ୍ରାବାଦ ଏନକାଣ୍ଟର ନ୍ୟୁଜରେ ବ୍ୟବହାର କରିଛନ୍ତି। […]

Continue Reading

ସୋଶାଲ୍ ମିଡିଆ ହେଲ୍ପଲାଇନ ନମ୍ବରକୁ ବିଶ୍ୱାସ କରନ୍ତୁ ନାହଁ। ବିପଦ ସମୟରେ ପୋଲିସ ହେଲ୍ପ ଲାଇନ ନମ୍ବର 100ରେ କଲ କରନ୍ତୁ-କମିଶନରେଟ ପୋଲିସ

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ପ୍ରଭାବରେ  ସବୁଆଡ଼େ ମହିଳାମାନଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ଧ୍ୟାନ ଦିୟା ଯାଉଛି। ଏଥି ମଧ୍ୟରେ ଓଡ଼ିଶାର ଏକ ଯୁବକ  6 ଡିସେମ୍ବରରେ Nayan Anil Talele ନିଜ ନିଜ ଫେସବୁକ ଆକାଉଣ୍ଟରେ ନିଜ ଫୋନ ନମ୍ବର ଏବଂ ନିଜ ନାଁ ଲେଖି ପୋଷ୍ଟ କରିଛନ୍ତି ଯେ, କୌଣସି ସମୟରେ କୌଣସି ଝିଅ ଅଥବା ମହିଳା କୌଣସି ସମସ୍ୟାର ସମ୍ମୁକ୍ଷୀନ ହେଲେ ମୋତେ ଏହି ନମ୍ବରରେ ଫୋନ କରିବେ। ଏହା ଦ୍ୱାରା […]

Continue Reading

ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ମୃତ୍ୟୁ ଦଣ୍ଡ ଦେବାର ଭିଡିଓ ଦୁବାଇର ନୁହଁ। ଜାଣନ୍ତୁ ସତ।

30 ନଭେମ୍ବରରେ Surajit Dhali ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟକରି ଦାବି କରିଛନ୍ତି ଯେ, ଦୁବାଇରେ ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ବିଚ ରାସ୍ତାରେ ଲୋକଙ୍କ ସାମନାରେ ମୃତ୍ୟୁ ଦଣ୍ଡ ଦିଆ ଯାଉଛି। ସୁରଜିତ ପୋଷ୍ଟ କରିଥିବା ଭିଡିଓକୁ ଦେଖିଲେ ଆପଣ ହୁଏତ ଡରିଯିବେ। ଭିଡିଓରେ ରାସ୍ତା ଉପରେ କିଛି ଗାଡ଼ି ଗୋଟେ ପଛରେ ଗୋଟେ ଆସିବାର ଦେଖା ଯାଉଛନ୍ତି। ଏହି ଭିତରେ ସେହି ଜାଗାରେ ଲୋକଙ୍କର ଭିଡ଼ […]

Continue Reading

ହାଇଦ୍ରାବାଦ ଗଣଦୁଷ୍କର୍ମ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଫେକ୍ ଭିଡିଓ ଭଆଇରାଲ। ଜାଣନ୍ତୁ ସତ୍ୟତା।

ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଏକ ଭିଡିଓ ଜୋର ସୋରରେ  ସୋସିଆଲ ମିଡିଆରେ ଭାଇରାଲ ହେଉଛି। 2 ଡିସେମ୍ବର ରେ Pyari ka Dairy Babu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି ଯେ,Last ritual of Priyanka reddy …Plz Forgive us sister। ପୋଷ୍ଟ କରାଯାଇଥିବା ଭିଡିଓକୁ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଭିଡିଓ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ […]

Continue Reading

କ’ଣ ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଭଉଣୀ ସହିତ ବିବାହ କରିଲେ ୧ ହଜାର କୋଟି ଟଙ୍କା ମିଳିବ? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଗୋଟିଏ ଘୋଷଣା। ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛାପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗ ୟୁନଙ୍କ କହିବା ଆନୁଯାୟୀ ଯିଏ ତାଙ୍କ ଭଉଣୀ କିମ ୟୋ ଯୋଙ୍ଗ ସହିତ ବିବାହ କରିବା, ସେ ତାକୁ ୧୦୦୦ କୋଟି ଟଙ୍କା ଦେବେ। କିନ୍ତୁ ଏହି ପ୍ରସ୍ତାବ ସହିତ କିଛି ଶର୍ତ ଜୁଡି ରହିଅଛି। […]

Continue Reading

କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଭାଇରାଲ ହେଉଥିବା ଭିଡିଓରେ ରାଷ୍ଟ୍ରପତି ଅପରିଧିଙ୍କୁ ଫାଶି ଦଣ୍ଡ ଦେବାର ନିଷ୍ପତି ନେଉଛନ୍ତି ?

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ପେର ସୋସିଆଲ ମିଡିଆରେ ଲଗାତାର କିଛିନା କିଛି ପୋଷ୍ଟ ଦେଖିବାକୁ ମିଳୁଛି। ନିର୍ଭୟା ହେଲ୍ପ ଲାଇନ ନମ୍ବର ହେଉ ଅଥବା ଅନ୍ୟ କୌଣସି ଗୁଜବ ପୋଷ୍ଟ କରାଯାଇଛି।  ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅପରାଧିମାନଙ୍କୁ ଫାଶି ଦଣ୍ଡ ଦେବା ପାଇଁ ପୁରା ଦେଶ ଦାବି କରୁଛି। ଏହି ମଧ୍ୟରେ ଫେସବୁକରେ ଏବିପି ହିନ୍ଦୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓକୁ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସହିତ ଯୋଡ଼ା ଯାଉଛି। […]

Continue Reading

କ’ଣ ତେଲେଙ୍ଗାନା ରାଜ୍ୟରେ ହେଇଥିବା ଦୁଷ୍କର୍ମ ପଛରେ ଜିହାଦିଙ୍କର ହାତ ଥିଲା? କ’ଣ ପୀଡ଼ିତାଙ୍କ ସହିତ ଦୂଷକର୍ମ କରିଲା ପରେ ତାଙ୍କ ଶରୀରକୁ ପୋଡ଼ି ଦେବା ଲୋକେ ଜିହାଦି ଥିଲେ? ଜାଣନ୍ତୁ ସତ।

କିଛି ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟର କାଇଦେରାବାଦ ସହରରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟି ଥିଲା। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଅନେକ ମତ ଦେଉଛନ୍ତି।  ୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ନାମକ ପେଜରେ ପୀଡ଼ିତାଙ୍କ ବିଷୟରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ “ହାଇଦେରାବାଦରେ ହିନ୍ଦୁ ଝିଅକୁ ଜିହାଦି ମାନେ ଗଣ ବଳାତ୍କାର କରି ଜିଅନ୍ତଆ ପୋଡ଼ି ଦେଲେ। କଂଗ୍ରେସ ବାଲା […]

Continue Reading

ପ୍ରିୟଙ୍କା ରେଡ୍ଡିଙ୍କ ମୃତ୍ୟୁ ପରେ ଭାଇରାଲ ହେଉଥିବା 9833312222 ପ୍ରକୃତରେ 2018ରେ ବନ୍ଦ ହୋଇସାରିଛି

ହାଇଦ୍ରାବାଦର ଭେଟନାରି ଡକ୍ଟର ପ୍ରିୟଙ୍କା ରେଡ୍ଡି ଦୁଷ୍କର୍ମ ଘଟଣା ପରେ ସୋସିଆମ ମିଡ଼ିଆରେ ଏକ ହେଲ୍ପ ଲାଇନ ନମ୍ବର 9833312222 ଭାଇରାଲ ହେଉଛି। ଏହି ନମ୍ବରକୁ ନିର୍ଭୟା ହେଲ୍ପଲାଇନ ନମ୍ବର ବୋଲି ଦାବି କରାଯାଉଛି। ଏହି ନମ୍ବର ୱାଟ୍ସ ଅପ ଠାରୁ ଆରମ୍ବ କରି ଫେସବୁକ ପଯ୍ୟନ୍ତ ଭାଇରାଲ ହେଉଛି। ଭାଇରାଲ ହେଉଥିବା ମେସେଜରେ କୁହାଯାଇଛି ଯେ, ଏହି ନମ୍ବରକୁ ନିଜ ସ୍ତ୍ରୀ,ଭଉଣି ,ମାଁ ଏବଂ ଝିଅ ସାଙ୍ଗମାନଙ୍କ ପାଖକୁ ପାଠାଇ ଅଧିକରୁ ଅଧିକ ସେୟାର କରନ୍ତୁ। […]

Continue Reading