କ’ଣ ତେଲେଙ୍ଗାନା ରାଜ୍ୟରେ ହେଇଥିବା ଦୁଷ୍କର୍ମ ପଛରେ ଜିହାଦିଙ୍କର ହାତ ଥିଲା? କ’ଣ ପୀଡ଼ିତାଙ୍କ ସହିତ ଦୂଷକର୍ମ କରିଲା ପରେ ତାଙ୍କ ଶରୀରକୁ ପୋଡ଼ି ଦେବା ଲୋକେ ଜିହାଦି ଥିଲେ? ଜାଣନ୍ତୁ ସତ।
କିଛି ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟର କାଇଦେରାବାଦ ସହରରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟି ଥିଲା। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଅନେକ ମତ ଦେଉଛନ୍ତି। ୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ନାମକ ପେଜରେ ପୀଡ଼ିତାଙ୍କ ବିଷୟରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ “ହାଇଦେରାବାଦରେ ହିନ୍ଦୁ ଝିଅକୁ ଜିହାଦି ମାନେ ଗଣ ବଳାତ୍କାର କରି ଜିଅନ୍ତଆ ପୋଡ଼ି ଦେଲେ। କଂଗ୍ରେସ ବାଲା […]
Continue Reading