କ’ଣ ୨୦୦୮ କ୍ରିକେଟ ବିଶ୍ଵ କପ୍ ଖେଳିଥିବା ପେରି ଗୋଏଲ ବର୍ତମାନ ଛୋଲେ ଭଟୁରେ ବିକି ନିଜ ଜୀବନ ବିତାଉଛନ୍ତି? ଜାଣନ୍ତୁ ସତ।

Photo Credit: Sports Keeda ୨୭ ଜୁଲାଇ ୨୦୧୯ ମସିହାରେ ଓଡ଼ିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ ୨୦୦୮ ୱାର୍ଲ୍ଡ କପ୍ ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚାରେ ରହିବା ସହ ହିରୋ ଥିଲେ ପେରି ଗୋଏଲ। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବର୍ତମାନ ସମୟରେ ପେରି ଗୋଏଲ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଛୋଲେ ଭଟୁରେ ବିକ୍ରି କରୁଛନ୍ତି। […]

Continue Reading

ବର୍ଷାରେ ଅଗ୍ନିସମ ବିଭାଗର କର୍ମଚାରି ଖୁସି ହେଉଥିବାର ପୁରୁଣା ଭିଡିଓକୁ ଏବେ ଅଷ୍ଟ୍ରେଲିଆରେ ହୋଇଥାବା ବର୍ଷାର ଭିଡିଓ କହି ଭାଇରାଲ କରାଯାଉଛି।

ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିଲାପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଜୋରଦାର ପୋଷ୍ଟ ଭାଇରାଲ କରାଯାଉଛି। ଅଷ୍ଟ୍ରଲିଆ ଜଙ୍ଗଲରୁ ପଶୁ ପକ୍ଷୀମାନଙ୍କୁ ବଞ୍ଚାଇବାର କିଛି ଭୁଲ ଫୋଟୋ ମଧ୍ୟ ଭାଇରାଲ କରାଯାଇଛି। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡ ପରେ ଏବେ ବର୍ଷା ହୋଇଛି। ଯାହାପରେ ଜଙ୍ଗଲରୁ ନିଆଁ ଲିଭିବାରେ ଲାଗିଛି। ଏହାକୁ ନେଇ ବିଶ୍ୱବାପି ଲୋକ ଖୁସି ଅଛନ୍ତି। ଏଥି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 6 ଜାନୁଆରିରେ Rashmi Ranjan ନାମକ […]

Continue Reading

ପୁରୁଣା ଫୋଟୋକୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡରୁ ପଶୁ ପକ୍ଷୀମାନଙ୍କୁ ଉଦ୍ଧାର କରାଯିବା ଦାବିରେ ଭାଇରାଲ କରାଯାଉଛି।

ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ 50 କୋଟିରୁ ଅଧିକା ପଶୁ ପକ୍ଷୀଙ୍କର ଜୀବନ ଚାଲିଗଲା। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁର କିଛି ଫୋଟୋ ସେସିଆଳ ମିଡ଼ିଆରେ ଭାଇରାଲ ହେଉଛି। ପଶୁ ପକ୍ଷୀମାନଙ୍କର ଜଳା ପୋଡ଼ା ଶରୀରକୁ ସୋସିଆଳ ମିଡ଼ିଆରେ ପୋଷ୍ଟକରି ତାଙ୍କଲାଗି ପ୍ରାର୍ଥନାକରିବା ପାଇଁ ଲେଖି ପୋଷ୍ଟ କରୁଛନ୍ତି।  6 ଜାନୁଆରି Kendujhar Local news ନାମକ ପେଜରେ  ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଫୋଟୋ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ 377ଥର […]

Continue Reading