କ’ଣ ନାଗରିକତା ସଂଶୋଧନ ଆଇନକୁ ନିଜ ପୁରା ସମର୍ଥନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ? ଜାଣନ୍ତୁ ସତ।

ନାଗରିକତା ସଂଶୋଧନ ଆଇନକୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ସୁଧା ଭାଇରାଲ ହେଉଛି। ହେଲେ ତା ମଧ୍ୟରୁ କେତେଟି ସତ ତ କେତୋଟି ମିଥ୍ୟା। କିଛି ଦିନ ପୂର୍ବରୁ ୨ ଜାନୁଆରୀ ରେ ନାଗରିକତା ଆଇନକୁ ନେଇ ଗୋଟିଏ ପୋଷ୍ଟ ଫେସବୁକର ବିଜେପି ଓଡ଼ିଶା ନାମ ପେଜରେ ଭାଇରାଲ ହେଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା ସଂଶୋଧନ ଆଇନକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ […]

Continue Reading

JNU ହିଂସା ଘଟଣାପରେ କ‘ଣ SFI ଲିଡର କ୍ଷତାକ୍ତ ହେବାର ଆକ୍ଟିଙ୍ଗ କରୁଛନ୍ତି? ଜାଣନ୍ତୁ ସତ୍ୟତା।

8 ଜାନୁଆରିରେ Udit Sahu ନାମକ ଜଣେ ଫେସବୁକ ୟୁଜର ଏସଏଫଆଇ ଲିଡର ସୁରିର କ୍ଷତାକ୍ତ ହେବାର କିଛି ଫୋଟୋ ପୋଷ୍ଟ  କରି ଦାବି କରାଯାଇଛି ଯେ, ସୁରି ଆଘାତ ହୋଇନାହାନ୍ତି ବରଂ ମିଛରେ ବ୍ୟାଣ୍ଡେଜ୍ ଭିଡି AVBP ଠାରୁ ମାଡ଼ ଖାଇ ଆଘାତ ହୋବାର ମିଛ ପ୍ରହଶନ କରୁଥିବାର କୁହାଯାଇଛି। ଫେସବୁକ ୟୁଜର ନିଜ ଆକାଣ୍ଟରେ ତିନଟି ଫୋଟୋ ସେୟାର କରିଛନ୍ତି। ପ୍ରଥମ ଫୋଟୋରେ ବ୍ୟକ୍ତି ଜଣକ ଚାଲି ପାରୁନି । ଦ୍ୱିତିୟ ଫୋଟୋରେ ବ୍ୟକ୍ତି […]

Continue Reading

କ’ଣ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନଙ୍କ ନୂଆ ନିସ୍ପତି ଅନୁଯାୟି ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାମ କରିବେ କର୍ମଚାରୀ? ଜାଣନ୍ତୁ ସତ।

ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନ‌ରେ ଏକ ବଡ଼ ‌କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ।  ୬ ଜାନୁଆରୀ ରେ ପବ୍ଲିକ ଭଏସ ସାଇଟରେ ଏହା ଦାବି କରା ଯାଇଅଛି ଯେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ କର୍ମଚାରୀ ମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାର ପ୍ରସ୍ତାବ ରଖିଥିବା ଜଣା […]

Continue Reading